ଭିଜିଲାନ୍ସ ଜାଲରେ ଡେପୁଟି ରେଞ୍ଜର

0

ଓଡ଼ିଆ ନ୍ୟୁଜ୍: ଭିଜିଲାନ୍ସ ଜାଲରେ ଡେପୁଟି ରେଞ୍ଜର । ଜୟପୁରର ଡେପୁଟି ରେଞ୍ଜର ରାମଚନ୍ଦ୍ର ନାୟକ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି ରେଡ୍ । ରାମଚନ୍ଦ୍ରଙ୍କ ୬ଟି ଠିକଣାରେ ସକାଳୁ ଚାଲିଛି ରେଡ୍ । ଏଯାବତ ନଗଦ ୩.୫ ଲକ୍ଷ ଟଙ୍କା ଜବତ କଲାଣି ଭିଜିଲାନ୍ସ ।

ଭୁବନେଶ୍ବର ଓ ଜୟପୁରର ୬ଟି ସ୍ଥାନରେ ରେଡ୍ ଚାଲିଛି । ପି.ଆର୍ ପେଟା ବାସଭବନ ସମେତ ଜୟପୁର ବନଖଣ୍ଡ ଅଫିସରେ ଚଢାଉ । ଚଢାଉ ପରେ ଜଣାପଡିବ ଜବତ ସମ୍ପତ୍ତିର ଆକଳନ ।

Leave A Reply

Your email address will not be published.