ବାଙ୍ଗରା ସମବାୟ ସମିତିର ଆୟ ବ୍ୟୟ ହିସାବର ତଥ୍ୟକୁ ନେଇ ବାଦାନୁବାଦ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ବାଙ୍ଗରା ସମବାୟ ସମିତିର ଆୟ ବ୍ୟୟ ହିସାବର ତଥ୍ୟକୁ ନେଇ ବାଦାନୁବାଦ । ବିଂଝାରପୁର ବ୍ଲକ ଅନ୍ତର୍ଗତ ଜରି ପ୍ରାଥମିକ କୃଷି ସେବା ସମବାୟ ସମିତିର ସ୍ୱତନ୍ତ୍ର ସାଧାରଣ ପରିଷଦ ବୈଠକରେ ଜରି ସମବାୟ ସମିତିରୁ ବିଭାଜନ ହୋଇ,

ନୂତନ ଭାବେ ଗଠିତ ହୋଇଥିବା ବାଙ୍ଗରା ସେବା ସମବାୟ ସମିତି ସଭ୍ୟଙ୍କ ନଥିପତ୍ର, ଅଂଶଧନ ଓ ଆୟ ଵ୍ୟୟ ହିସାବର ତଥ୍ୟ ଦେବାକୁ ନେଇ ତୀବ୍ର ବାଦାନୁବାଦ ହୋଇଥିଲା।ବାଙ୍ଗରା ପଞ୍ଚାୟତର ପ୍ରାୟ ଅର୍ଦ୍ଧାଧିକ ସଭ୍ୟ ମୂଳ ସମବାୟ ସମିତିକୁ ଯିବାକୁ ଅମଙ୍ଗ ପ୍ରକାଶ କରିଥିଲେ ବି ତାଙ୍କୁ ନୂତନ ସମବାୟ ସମିତିରେ ଅନ୍ତର୍ଭୂକ୍ତ କରିବା ନେଇ ସରକାରଙ୍କ ଚିଠିକୁ ଉପସ୍ଥିତ ସଭ୍ୟ ମାନେ ଦୃଢ଼ ବିରୋଧ କରିଥିଲେ।

ସମବାୟ ଅଧିନିୟମ-୧୪ ଧାରା ଅନୁସାରେ ଯଦି ସମବାୟ ସମତିର ସାଧାରଣ ପରିଷଦ ବୈଠକରେ ଅର୍ଦ୍ଧାଧିକ ସଭ୍ୟ ପୁରାତନ ସମିତିରେ ରହିବାକୁ ଆଗ୍ରହ ପ୍ରକାଶ କରି ଏକ ଲିଖିତ ସମାଧାନ ସର୍ବସମ୍ମତି କ୍ରମେ ଅନୁମୋଦନ କରନ୍ତି, ତେବେ ତାହା କାଏମ ରହିବ।କିନ୍ତୁ ଆଜିର ଏହି ସଭାକୁ ନିଜର ରାଜନୈତିକ ଫାଇଦା ଉଠାଇବାକୁ ମନ୍ଦ ଉଦ୍ଦେଶ୍ୟ ରଖି କିଛି କୁଚକ୍ରି ଗୋଷ୍ଠୀ

Leave A Reply

Your email address will not be published.