ସତୈନ୍ଦ୍ର ଜୈନଙ୍କ ୭.୪୪ କୋଟିର ସମ୍ପତ୍ତି ଜବତ କଲା ଇଡି

0

ଓଡ଼ିଆ ନ୍ୟୁଜ୍: ପୁଣି ବଢିଲା ଦିଲ୍ଲୀ ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର କୁମାର ଜୈନଙ୍କ ଅଡ଼ୁଆ। ପୂର୍ବତନ ମନ୍ତ୍ରୀ ସତୈନ୍ଦ୍ର ଜୈନଙ୍କ ୭.୪୪ କୋଟି ଟଙ୍କାର ବେନାମୀ ସମ୍ପତ୍ତିକୁ ଅସ୍ଥାୟୀ ଭାବରେ ଆଟାଚ କରିଛି ଇଡି । ଏହି କାର୍ଯ୍ୟାନୁଷ୍ଠାନ ମନିଲଣ୍ଡ୍ରିଂ ଆକ୍ଟ ଅନୁଯାୟୀ ନିଆଯାଇଛି।

ପ୍ରକୃତରେ ୨୦୧୭ ଅଗଷ୍ଟ ୨୪ରେ ସିବିଆଇ ରୁଜୁ କରିଥିବା ଏକ ଏଫଆଇଆର ଆଧାରରେ ଏହି ସମ୍ପତ୍ତି ସିଜ୍ କରିଛି ଇଡି । ଏଥିରେ ଅଭିଯୋଗ ରହିଥିଲା ଯେ, ମନ୍ତ୍ରୀ ଥିବା ସମୟରେ ସତୈନ୍ଦ୍ର ଜୈନ ନିଜ ଆୟରୁ ଅଧିକ ସମ୍ପତ୍ତି କରିଛନ୍ତି।

Leave A Reply

Your email address will not be published.