କୀଟନାଶକ ପିଇ ଚାଷୀ ଆତ୍ମହତ୍ୟା ଅଭିଯୋଗ

0

ଓଡ଼ିଆ ନ୍ୟୁଜ୍: ଭବାନୀପାଟଣାରେ କୀଟନାଶକ ପିଇ ଚାଷୀ ଆତ୍ମହତ୍ୟା ଅଭିଯୋଗ।ଟିଟିଲାଗଡ଼ ବ୍ଲକ କଣ୍ଡରା ଗାଁରେ ଚାଷୀ ଆତ୍ମହତ୍ୟା ଅଭିଯୋଗ।ଭବାନୀପାଟଣା ଜିଲ୍ଲାମୁଖ୍ୟ ହସ୍ପିଟାଲ୍‌କୁ ସ୍ଥାନାନ୍ତର ବେଳେ ମୃତ୍ୟୁ।ବର୍ଷା ଅଭାବରୁ ଧାନ ଓ କପା ଚାଷ ନଷ୍ଟ, ଗ୍ରୁପ ଋଣ ଚାପରେ ଆତ୍ମହତ୍ୟା କରିଥିବା ଅଭିଯୋଗ.

Leave A Reply

Your email address will not be published.