ଭଟ୍ଟାରିକା ବେଢ଼ା ଡେଇଁଲା ବନ୍ୟାପାଣି

0

ଓଡ଼ିଆ ନ୍ୟୁଜ୍: ନରସିଂହପୁର: ବଡ଼ମ୍ବା ଭଟ୍ଟାରିକା ମନ୍ଦିର ବେଢ଼ା ଡେଇଁଲା ବନ୍ୟାପାଣି।ମହାନଦୀର ପ୍ରଥମ ବନ୍ୟା ପାଣି ମନ୍ଦିର ବେଢ଼ା ଡେଇଁଲା।ବ୍ୟାନର୍ ଲଗାଇ ସତର୍କ କଲା ଦେବତ୍ତୋର ବଭାଗ।ମନ୍ଦିର ଅଞ୍ଚଳକୁ ନଆସିବାକୁ ଲୋକଙ୍କୁ କରାଗଲା ସତର୍କ।ବନ୍ୟାପାଣି ଡେଇଁବା ପରେ ଘଟଣାସ୍ଥଳରେ ପୋଲିସ ଫୋର୍ସ। ସେପଟେ ହୀରାକୁଦର ଡ୍ୟାମ୍‌ର ୪ଟି ଗେଟ୍‌ ବନ୍ଦ ହେଲା।ଉପର ମୁଣ୍ଡରେ ବନ୍ୟାଜଳ କମିବାରୁ ୪ଟି ଗେଟ୍‌ ବନ୍ଦ।ଏବେ ୧୬ଟି ଗେଟ୍‌ ଦେଇ ହେଉଛି ଜଳ ନିଷ୍କାସନ।

Leave A Reply

Your email address will not be published.