ବାଙ୍କୋରେ IED ବିସ୍ଫୋରଣରେ CRPF ଯବାନ ସହିଦ

0

ଓଡ଼ିଆ ନ୍ୟୁଜ୍: ଆଇଇଡି ବିସ୍ଫୋରଣ, ଯବାନ ସହିଦ। ସୁନ୍ଦରଗଡ଼ ବାଙ୍କୋରେ IED ବିସ୍ଫୋରଣରେ CRPF ଯବାନ ସହିଦ । ସହିଦ ଯବାନଙ୍କ ନାଁ ସତ୍ୟବାନ କୁମାର ସିଂ । କୋଇଡ଼ାରେ ସର୍ଚ୍ଚ ଅପରେସନ ବେଳେ ବିସ୍ଫୋରଣ । ସୁନ୍ଦରଗଡ଼ କେ.ବଲାଙ୍ଗ ବାଙ୍କୋ ନିକଟରେ ଆଇଇଡି ବିସ୍ଫୋରଣ । ଏଥିରେ ଜଣେ ସିଆରପିଏଫ୍ ଯବାନ ସହିଦ ହୋଇଥିବା ସୂଚନା ମିଳିଛି ।

ଘଟଣାସ୍ଥଳରେ ପଶ୍ଚିମାଞ୍ଚଳ ଡିଆଇଜି ଓ ରାଉରକେଲା ଏସପି ପହଞ୍ଚିଛନ୍ତି । ବିସ୍ଫୋରକ ସାମଗ୍ରୀ ଲୁଟ୍‌ ହେବା ପରଠାରୁ ଲଗାତର ସର୍ଚ୍ଚ ଅପରେସନ୍‌ ଜାରି ରହିଛି । ଏପର୍ୟ୍ୟନ୍ତ ସମସ୍ତ ଲୁଟ୍ ସାମଗ୍ରୀକୁ ଉଦ୍ଧାର କରାଯାଇପାରିନାହିଁ ।

Leave A Reply

Your email address will not be published.