ମୋ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ: ବିଜୟ

0

ଓଡ଼ିଆ ନ୍ୟୁଜ୍: ତାମିଲନାଡୁ କରୁର ଦଳଚକଟା ଘଟଣାରେ ମୁହଁ ଖୋଲିଲେ TVK ମୁଖ୍ୟ ବିଜୟ।‘ମୁଁ ମୋ ଜୀବନରେ ଏପରି ଦୁଃଖଦାୟକ ପରିସ୍ଥିତିର ସାମ୍ନା କେବେ କରିନାହିଁ’।‘ଶୀଘ୍ର ପୀଡ଼ିତମାନଙ୍କୁ ଭେଟିବି, ଶୋକାକୁଳ ପରିବାରଙ୍କୁ ସମବେଦନା ଜଣାଉଛି’।

ଯାହା ହେବା ଉଚିତ ନ ଥିଲା, ତାହା ହୋଇଛି- ବିଜୟ।‘ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ, ଦୟାକରି TVK କର୍ମୀମାନଙ୍କର କ୍ଷତି କରନ୍ତୁ ନାହିଁ’।‘ମୋ ଘରକୁ କିମ୍ବା ଅଫିସକୁ ଆସି ମୋ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଇପାରନ୍ତି’।

Leave A Reply

Your email address will not be published.