ପାକିସ୍ତାନୀ ଟପ୍ ଅଭିନେତା, ଅଭିନେତ୍ରୀ ଭାରତରେ ବ୍ୟାନ୍

0

ଓଡ଼ିଆ ନ୍ୟୁଜ୍: ପାକିସ୍ତାନ ଉପରେ ଭାରତର ଆଉ ଏକ ଆକ୍ସନ। ପାକିସ୍ତାନୀ ଟପ୍ ଅଭିନେତା, ଅଭିନେତ୍ରୀ ଭାରତରେ ବ୍ୟାନ୍। ହାନିଆ ଆମୀର, ଅଲ୍ଲୀ ଫୈଜଲ୍, ମାହିରା ଖାନଙ୍କ ସୋସିଆଲ୍ ମିଡିଆ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ। ୧୦ରୁ ଅଧିକ ଫିଲ୍ମ ଷ୍ଟାରଙ୍କ ଇନଷ୍ଟାଗ୍ରାମ୍ ସମେତ ଅନ୍ୟ ସୋସିଆଲ୍ ମିଡିଆ ଆକାଉଣ୍ଟକୁ ବ୍ଲକ୍ କରାଯାଇଛି।

ଏହି ସମସ୍ତ ଅଭିନେତା ଅଭିନେତ୍ରୀଙ୍କ ରହିଛି ଲକ୍ଷାଧିକ। ଏହା ପୂର୍ବରୁ ଭାରତରେ ଥିବା ୧୬ଟି ପାକିସ୍ତାନୀ ୟୁଟ୍ୟୁବ ଚ୍ୟାନେଲକୁ ବ୍ୟାନ କରିଥିଲା ଭାରତ। ଏଥିସହ ପାକିସ୍ତାନର ଟ୍ୱିଟର ଆକାଉଣ୍ଟ ଓ ପାକିସ୍ତାନ ପାଇଁ ସମସ୍ତ ଏୟାରସ୍ପେଶ୍ ବନ୍ଦ କରିଥିଲା ଭାରତ।

Leave A Reply

Your email address will not be published.