T-20 ବିଶ୍ୱକପ୍ ପାଇଁ ଭାରତୀୟ ଦଳ ଘୋଷଣା

0

ଓଡ଼ିଆ ନ୍ୟୁଜ୍: T-20 ବିଶ୍ୱକପ୍ ପାଇଁ ଭାରତୀୟ ଦଳ ଘୋଷଣ।ବାଦ୍‌ ପଡ଼ିଲେ ODI ଓ ଟେଷ୍ଟ ଅଧିନାୟକ ଶୁବମନ ଗିଲ୍‌।ପ୍ରଥମ କରି T-20 ବିଶ୍ବକପ ଦଳର ନେତୃତ୍ବ ନେବେ ସୂର୍ଯ୍ୟ କୁମାର।ଅଲରାଉଣ୍ଡର ଅକ୍ଷର ପଟେଲ ନୂଆ ଉପଅଧିନାୟକ।ତାଲିକାରେ ସଞ୍ଜୁ ସାମସନ ଓ ଈଶାନ କିଶନ ଦୁଇ ୱିକେଟ କିପର।ତିଲକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ରିଙ୍କୁ ସିଂ।ଯଶପ୍ରୀତ ବୁମ୍‌ରା, ହର୍ଷିତ ରାଣା, ଅର୍ଶଦୀପ ସିଂ, କୁଲଦୀପ ଯାଦବ।ବରୁଣ ଚକ୍ରବର୍ତ୍ତୀ, ୱାଶିଂଟନ ସୁନ୍ଦର ଦଳରେ ସ୍ଥାନ ପାଇଲେ।

ଏହି ଟୁର୍ନାମେଣ୍ଟ ଫେବୃଆରୀ ୭ ତାରିଖରେ ଆରମ୍ଭ ହେବ ଏବଂ ଭାରତୀୟ ଦଳର ପ୍ରଥମ ମ୍ୟାଚ ଆମେରିକା ବିପକ୍ଷରେ ହେବ। ବିଶ୍ୱକପରେ ମୋଟ ୨୦ଟି ଦଳ ଅଂଶଗ୍ରହଣ କରୁଛନ୍ତି, ସେମାନଙ୍କୁ ଚାରିଟି ଗ୍ରୁପରେ ବିଭକ୍ତ କରାଯାଇଛି। ଭାରତୀୟ ଦଳ ଗ୍ରୁପ A ରେ ଅଛି, ଯେଉଁଥିରେ ନାମିବିଆ, ନେଦରଲ୍ୟାଣ୍ଡ, ଆମେରିକା ଏବଂ ପାକିସ୍ତାନ ଅନ୍ତର୍ଭୁକ୍ତ।

Leave A Reply

Your email address will not be published.