ପ୍ରକାଶ ପାଇଲା ଜେଇଇ ମେନ୍-୨ ରେଜଲ୍ଟ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଆଜି ପ୍ରକାଶ ପାଇଛି ଜେଇଇ ମେନ୍-୨ର ରେଜଲ୍ଟ । ଆପଣମାନେ ଯଦି ରେଜଲ୍ଟ ବିଷୟରେ ଜାଣିବାକୁ ଚାହୁଁଛନ୍ତି, ତେବେ ପ୍ରାର୍ଥୀମାନେ ସେମାନଙ୍କର ଆବେଦନ ନମ୍ବର ଏବଂ ଜନ୍ମ ତାରିଖ ବ୍ୟବହାର କରି ଅଫିସିଆଲ୍ ୱେବସାଇଟ୍ jeemain.nta.nic.in ରୁ ଡାଉନଲୋଡ୍ କରିପାରିବେ । ଜୁଲାଇ ୨୫ରୁ ୩୦ ମଧ୍ୟରେ ୨ଟି ସିପ୍ଟରେ ପରୀକ୍ଷା କରାଯାଇଥିଲା । ନିଜ ସ୍କୋର ବିଷୟରେ ଜାଣିବା ପାଇଁ ଆପଣାନ୍ତୁ ଏହି ତରିକା ।

– ଅଫିସିଆଲ୍ ୱେବସାଇଟ୍ jeemain.nta.nic.in ଯାଆନ୍ତୁ ।
– ପ୍ରଥମେ “JEE (Main) Session 2 Paper 1” ସ୍କୋର କାର୍ଡ ଡାଉନଲୋଡ୍ କରନ୍ତୁ କ୍ଲିକ୍ କରନ୍ତୁ ।
– ଲଗଇନ୍ ବିବରଣୀରେ ସବିଶେଷ ତଥ୍ୟ ଦିଅନ୍ତୁ ।
– ଫଳାଫଳ ଯାଞ୍ଚ କରନ୍ତୁ ଏବଂ ଡାଉନଲୋଡ୍ କରନ୍ତୁ ।

Leave A Reply

Your email address will not be published.