ଓଡ଼ିଆ ନ୍ୟୁଜ୍:ଆଜି ମା’ ସମଲେଇଙ୍କ ଧବଳମୁଖୀ ବେଶ।ସିନ୍ଦୁର ବର୍ଣ୍ଣ ବଦଳରେ ଆଜି ଶ୍ୱେତବର୍ଣ୍ଣରେ ମା’ ସମଲେଇ।ପବିତ୍ର ମହାଳୟା ଅବସରରେ ସ୍ୱତନ୍ତ୍ର ବେଶ ଓ ପୂଜାର୍ଚ୍ଚନା। ଧବଳମୁଖୀ ବେଶ ପାଇଁ ମାଆଙ୍କର ସ୍ୱତନ୍ତ୍ର ମହାଆଳତୀ।ସ୍ୱତନ୍ତ୍ର ବେଶ ଦର୍ଶନ ପାଇଁ ଧାଡ଼ିରେ ହଜାର ହଜାର ଶ୍ରଦ୍ଧାଳୁ।ଧବଳମୁଖୀ ବେଶ ଦେଖିଲେ ଗଙ୍ଗା ଦର୍ଶନର ପୂଣ୍ୟ ଫଳ ମିଳେ ବୋଲି ବିଶ୍ୱାସ।ଅଢ଼େଇ ଦିନ ଅର୍ଥାତ୍ ଆସନ୍ତା ୨୩ ତାରିଖ ଦିନ ୧୧ଟା ୪୫ ପର୍ଯ୍ୟନ୍ତ ମା ସମଲେଶ୍ବରୀ ଏହି ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେବେ।