୨୪ ବର୍ଷ ଯାଏଁ ଫେରିବେନି: ମୁଖ୍ୟମନ୍ତ୍ରୀ

0

ଓଡ଼ିଆ ନ୍ୟୁଜ୍: ବିରୋଧୀଙ୍କ ଉପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।‘ବିରୋଧୀଦଳ ଚାଷୀଙ୍କ ନାଁରେ ରାଜନୀତି କରି ଗୃହକୁ ଅଚଳ କରୁଛନ୍ତି’। ‘ବିରୋଧୀଦଳର ଭୂମିକା ନିର୍ବାହ ନ କରି କେବଳ ହୋ ହଲ୍ଲା କରୁଛନ୍ତି’।‘ଲୋକଙ୍କ ସମସ୍ୟା ଗୃହରେ ଉପସ୍ଥାପନ ନ କରି କେବଳ ନାଟକ କରୁଛନ୍ତି’।‘ଚାଷୀ ଖୁସି, କିନ୍ତୁ ଆଜି ବିରୋଧୀ ଆନ୍ଦୋଳନ କଲେ, ସେଥିରେ ଚାଷୀ ନଥିଲେ’।

‘ବିଜେଡି କହୁଥିଲା ଲକ୍ଷାଧିକ ଚାଷୀଙ୍କୁ ନେଇ ବିଧାନସଭା ଘେରାଉ କରିବୁ’। ‘କିନ୍ତୁ ଆଜି କେତେ ଲୋକ ଆସିଥିଲେ, ସେଠି ଚାଷୀ ଥିଲେ କି’।‘ରାଜନୈତିକ ଫାଇଦା ହାସଲ ପାଇଁ ଉଦ୍ୟମ କରୁଛନ୍ତି ବିରୋଧୀ’।‘କଂଗ୍ରେସକୁ ବିଦା କରିଥିଲେ ଏବେ ବିଜେଡିକୁ ବି ହଟେଇ ଦେଇଛନ୍ତି’।‘୨୪ ବର୍ଷ ଶାସନରେ ଥିଲେ, ଯାଇଛନ୍ତି, ଆସନ୍ତା ୨୪ ବର୍ଷ ଯାଏ। ଫେରିବେନି’

Leave A Reply

Your email address will not be published.