ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଅପେକ୍ଷାର ଅନ୍ତ। ଓଡ଼ିଶା ଛୁଇଁଲା ଦକ୍ଷିଣ ପଶ୍ଚିମ-ମୌସୁମୀ ବାୟୁ । ଆଜି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ମାଲକାନଗିରି ଜିଲ୍ଲାର ଅଧିକାଂଶ ଅଞ୍ଚଳ, କୋରାପୁଟ, ଏବଂ ଗଜପତି ଜିଲ୍ଲାର କିଛି ଅଞ୍ଚଳ କୁ ଛୁଇଁଛି | ଆଗାମୀ ଦୁଇଦିନ ମଧ୍ୟରେ ସାରା ଓଡିଶାକୁ ଛୁଇଁବ ପାଇଁ ପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଛି ।
କେଉଁ ସମୟରେ ଓଡିଶା ଛୁଇଁଥିଲା ମୌସୁମୀ ବାୟୁ ..
- ୨୦୧୧ ମେ ୨୯ ରେ କେବଳ ଦୁଇଁଲା ମୌସୁମୀ ବାୟୁ ଜୁନ ୧୩ରେ ଓଡିଶା ଓ ଜୁନ ୧୬ରେ ସାରା ଓଡିଶାରୁ ଛୁଇଁଥଲା ମୌସୁମୀ ,
- ୨୦୧୨ ଜୁନ ୫ ରେ କେରଳ ଛୁଇଥୁଲା ମୌସୁମୀ ବାୟୁ ଜୁନ ୧୭ରେ ଓଡିଶା ଓ ଜୁନ ୧୬ରେ ସାରା ଓଡିଶା କୁ ଦୁଇ ଥିଲା ମୌସୁମୀ ..
- ୨୦୧୩ ମସିହା ଜୁନ ୧ ରେ କେରଳ ଛୁଇଁଥିଲା ମୌସୁମୀ ବାୟୁ ଜୁନ ୬ରେ ଓଡିଶା ଓ ଜୁନ ୧୦ ରେ ସାରା ଓଡିଶା କୁ ଛୁଇଁଥିଲା ମୌସୁମୀ .
- ୨୦୧୪ ଜୁନ ୬ ରେ କେରଳ ଛୁଇଥିଲା ମୌସୁମୀ ବାୟୁ ଜୁନ ୧୮ରେ ଓଡିଶା ଓ ଜୁନ ୧୯ରେ ସାରା ଓଡିଶା କୁ ଦୁଇ ଥିଲା ମୌସୁମୀ ..
- ୨୦୧୫ ଜୁନ ୫ ରେ କେରଳ ଛୁଇଥିଲା ମୌସୁମୀ ବାୟୁ ଜୁନ ୧୩ରେ ଓଡିଶା ଓ ଜୁନ ୨୧ରେ ସାରା ଓଡିଶା କୁ ଦୁଇ ଥିଲା ମୌସୁମୀ ..
- ୨୦୧୬ ଜୁନ ୮ ରେ କେରଳ ଛୁଇଥିଲା ମୌସୁମୀ ବାୟୁ ଜୁନ ୧୭ରେ ଓଡିଶା ଓ ଜୁନ ୧୮ରେ ସାରା ଓଡିଶା କୁ ଦୁଇ ଥିଲା ମୌସୁମୀ ..
- ୨୦୧୭ ମେ ୩୦ କେରକ ଦୁଇଥଲା ମୌସମୀ ବାୟୁ ଜୁନ ୧୪ରେ ଓଡିଶା
- ୧୭ ରେ ସାରା ଓଡିଶା କୁ ଛୁଇ ଥିଲା ମୌସୁମୀ ..
- ୨୦୧୮ ମେ ୨୯ କେରଳ ଦୁଇଥିଲା ମୌସୁମୀ ବାୟୁ ଜୁନ ୮ ରେ ଓଡିଶା ଓ ଜୁନ କୁ ଛୁଇ ଥିଲା ମୌସୁମୀ .. ୨୫ ରେ ସାରା ଓଡିଶା
- ୨୦୧୯ ଜୁନ ୮ ରେ କେରଳ ହୁଇଥ୍ଲା ମୌସୁମୀ ବାୟୁ ଜୁନ ୨୧ ରେ ଓଡିଶା ଓ ଜୁନ ୨୨ ରେ ସାରା ଓଡିଶା କୁ ଦୁଇ ଥିଲା ମୌସୁମୀ ..
- ୨୦୨୦ ଜୁନ୍ ୧ରେ କେରଳ ଛୁଇଥ୍ଲା ମୌସୁମୀ ବାୟୁ ଜୁନ ୧୧ରେ ଓଡିଶା ଓ ଜୁନ ୧୩ ରେ ସାରା ଓଡିଶା କୁ ଛୁଇ ଥିଲା ମୌସୁମୀ ..
- ୨୦୨୧ ଜୁନ ୩ ରେ କେରଳ ଛୁଇଥିଲା ମୌସୁମୀ ବାୟୁ ଜୁନ ୧୧ ରେ ଓଡିଶା ଓ ଜୁନ ୧୫ ରେ ସାରା ଓଡିଶା କୁ ଛୁଇଁଥିଲା ମୌସୁମୀ
- 2022 ରେ ଜୁନ 29 କେରଳ ଛୁଇଁଥିଲା । ଜୁନ 16 ରେ ଓଡ଼ିଶା
- 2023 ରେ 8 ଜୁନ କେରଳ ଛୁଇଁଲା
- 22 ଜୁନରେ ଓଡ଼ିଶା ଛୁଇଁଲା ମୌସୁମୀ ବାୟୁ