ଅପେକ୍ଷାର ହେଲା ଅନ୍ତ, ଓଡିଶା ଛୁଇଁଲା ମୌସୁମୀ ବାୟୁ

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ):  ଅପେକ୍ଷାର ଅନ୍ତ। ଓଡ଼ିଶା ଛୁଇଁଲା ଦକ୍ଷିଣ ପଶ୍ଚିମ-ମୌସୁମୀ ବାୟୁ । ଆଜି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ମାଲକାନଗିରି ଜିଲ୍ଲାର ଅଧିକାଂଶ ଅଞ୍ଚଳ, କୋରାପୁଟ, ଏବଂ ଗଜପତି ଜିଲ୍ଲାର କିଛି ଅଞ୍ଚଳ କୁ ଛୁଇଁଛି | ଆଗାମୀ ଦୁଇଦିନ ମଧ୍ୟରେ ସାରା ଓଡିଶାକୁ ଛୁଇଁବ ପାଇଁ ପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଛି ।

କେଉଁ ସମୟରେ ଓଡିଶା ଛୁଇଁଥିଲା ମୌସୁମୀ ବାୟୁ ..

  • ୨୦୧୧ ମେ ୨୯ ରେ କେବଳ ଦୁଇଁଲା ମୌସୁମୀ ବାୟୁ ଜୁନ ୧୩ରେ ଓଡିଶା ଓ ଜୁନ ୧୬ରେ ସାରା ଓଡିଶାରୁ ଛୁଇଁଥଲା ମୌସୁମୀ ,
  • ୨୦୧୨ ଜୁନ ୫ ରେ କେରଳ ଛୁଇଥୁଲା ମୌସୁମୀ ବାୟୁ ଜୁନ ୧୭ରେ ଓଡିଶା ଓ ଜୁନ ୧୬ରେ ସାରା ଓଡିଶା କୁ ଦୁଇ ଥିଲା ମୌସୁମୀ ..
  • ୨୦୧୩ ମସିହା ଜୁନ ୧ ରେ କେରଳ ଛୁଇଁଥିଲା ମୌସୁମୀ ବାୟୁ ଜୁନ ୬ରେ ଓଡିଶା ଓ ଜୁନ ୧୦ ରେ ସାରା ଓଡିଶା କୁ ଛୁଇଁଥିଲା ମୌସୁମୀ .
  • ୨୦୧୪ ଜୁନ ୬ ରେ କେରଳ ଛୁଇଥିଲା ମୌସୁମୀ ବାୟୁ ଜୁନ ୧୮ରେ ଓଡିଶା ଓ ଜୁନ ୧୯ରେ ସାରା ଓଡିଶା କୁ ଦୁଇ ଥିଲା ମୌସୁମୀ ..
  • ୨୦୧୫ ଜୁନ ୫ ରେ କେରଳ ଛୁଇଥିଲା ମୌସୁମୀ ବାୟୁ ଜୁନ ୧୩ରେ ଓଡିଶା ଓ ଜୁନ ୨୧ରେ ସାରା ଓଡିଶା କୁ ଦୁଇ ଥିଲା ମୌସୁମୀ ..
  • ୨୦୧୬ ଜୁନ ୮ ରେ କେରଳ ଛୁଇଥିଲା ମୌସୁମୀ ବାୟୁ ଜୁନ ୧୭ରେ ଓଡିଶା ଓ ଜୁନ ୧୮ରେ ସାରା ଓଡିଶା କୁ ଦୁଇ ଥିଲା ମୌସୁମୀ ..
  • ୨୦୧୭ ମେ ୩୦ କେରକ ଦୁଇଥଲା ମୌସମୀ ବାୟୁ ଜୁନ ୧୪ରେ ଓଡିଶା
  • ୧୭ ରେ ସାରା ଓଡିଶା କୁ ଛୁଇ ଥିଲା ମୌସୁମୀ ..
  • ୨୦୧୮ ମେ ୨୯ କେରଳ ଦୁଇଥିଲା ମୌସୁମୀ ବାୟୁ ଜୁନ ୮ ରେ ଓଡିଶା ଓ ଜୁନ କୁ ଛୁଇ ଥିଲା ମୌସୁମୀ .. ୨୫ ରେ ସାରା ଓଡିଶା
  • ୨୦୧୯ ଜୁନ ୮ ରେ କେରଳ ହୁଇଥ୍ଲା ମୌସୁମୀ ବାୟୁ ଜୁନ ୨୧ ରେ ଓଡିଶା ଓ ଜୁନ ୨୨ ରେ ସାରା ଓଡିଶା କୁ ଦୁଇ ଥିଲା ମୌସୁମୀ ..
  • ୨୦୨୦ ଜୁନ୍ ୧ରେ କେରଳ ଛୁଇଥ୍ଲା ମୌସୁମୀ ବାୟୁ ଜୁନ ୧୧ରେ ଓଡିଶା ଓ ଜୁନ ୧୩ ରେ ସାରା ଓଡିଶା କୁ ଛୁଇ ଥିଲା ମୌସୁମୀ ..
  • ୨୦୨୧ ଜୁନ ୩ ରେ କେରଳ ଛୁଇଥିଲା ମୌସୁମୀ ବାୟୁ ଜୁନ ୧୧ ରେ ଓଡିଶା ଓ ଜୁନ ୧୫ ରେ ସାରା ଓଡିଶା କୁ ଛୁଇଁଥିଲା ମୌସୁମୀ
  • 2022 ରେ ଜୁନ 29 କେରଳ ଛୁଇଁଥିଲା । ଜୁନ 16 ରେ ଓଡ଼ିଶା
  • 2023 ରେ 8 ଜୁନ କେରଳ ଛୁଇଁଲା
  • 22 ଜୁନରେ ଓଡ଼ିଶା ଛୁଇଁଲା ମୌସୁମୀ ବାୟୁ

Leave A Reply

Your email address will not be published.