ମୁମ୍ବାଇକୁ ହାଇ ଆଲର୍ଟ

0

ଓଡ଼ିଆ ନ୍ୟୁଜ୍: ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇକୁ ବୋମା ଧମକ।ବିସ୍ଫୋରଣରେ ମୁମ୍ବାଇକୁ ଦୋହଲାଇ ଦେବାକୁ ଧମକ।ଲସ୍କର-ଏ-ଜିହାଦୀ ସଂଗଠନ ନାଁରେ ଆସିଛି ଧମକ।ହ୍ୱାଟ୍‌ସ୍‌ ଆପ୍‌ରେ ମୁମ୍ବାଇ ପୋଲିସକୁ ଆସିଛି ଧମକ।ସହରରେ ୩୪ଟି ବୋମା ଲଗାଯାଇଥିବା ଧମକ।୩୪ଟି ଗାଡ଼ିରେ ୩୪ଟି ବୋମା ଖଞ୍ଜା ଯାଇଥିବା ଧମକ। ୧୪ ଆତଙ୍କବାଦୀଙ୍କ ପାଖରେ ୪୦୦ କିଲୋ RDX ଥିବା ସୂଚନା। ଏଭଳି ଧମକ ପରେ ହାଇଆଲର୍ଟରେ ମୁମ୍ବାଇ ପୋଲିସ।

ଦେଶରେ ୧୪ ପାକିସ୍ତାନୀ ଆତଙ୍କୀ!

-ମୁମ୍ବାଇ ପୁଲିସକୁ ଧମକପୂର୍ଣ୍ଣ ମେସେଜ ମିଳିଛି

-ଲସ୍କର-ଏ-ଜିହାଦି ଧମକ ଦେଇଥିବା ସୂଚନା

-୩୪ ସ୍ଥାନରେ ବିସ୍ଫୋରଣ କରିବାକୁ ଧମକ

-ଟାର୍ଗେଟରେ ଗଣେଶ ଭସାଣି ଉତ୍ସବ

-ଆରଡିଏକ୍ସ ବିସ୍ଫୋରଣ ପାଇଁ ଧମକ

-ଦେଶରେ ୧୪ ଆତଙ୍କୀଙ୍କ ଅନୁପ୍ରବେଶ!

-ଧମକପୂର୍ଣ୍ଣ ମେସେଜର ସତ୍ୟତା କେତେ?କେଉଁଠୁ ଆସିଛି?

-କିଏ ପଠାଇଛି ଏନେଇ ତନାଘନା କରୁଛି ପୁଲିସ

-ସହରରକୁ ପୂରା କଡ଼ା ସୁରକ୍ଷା ଛାଉଣୀରେ ରଖାଯାଇଛି

Leave A Reply

Your email address will not be published.