ଜୟଙ୍କ ପାଇଁ ବୈଜୟନ୍ତଙ୍କ ପ୍ରଚାର

0

ଓଡ଼ିଆ ନ୍ୟୁଜ୍: ନୂଆପଡ଼ା ବେଲଟୁକୁରୀରେ ବିଜେପିର ମାରାଥନ ନିର୍ବାଚନ ପ୍ରଚାର। ପ୍ରାର୍ଥୀ ଜୟଙ୍କ ପ୍ରଚାର କଲେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା।‘ଓଡ଼ିଶାର ବିକାଶ ଡବଲ ଇଞ୍ଜିନ ସରକାରରେ ତ୍ବରାନ୍ବିତ ହୋଇଛି’।‘ନୂଆପଡ଼ାରେ ଆଜି ୭୫ ହଜାର ମହିଳା ସୁଭଦ୍ରା ଯୋଜନାରେ ସାମିଲ’।

ଓଡ଼ିଶାରେ ୧୭ ଲକ୍ଷ ମହିଳା ଆଜି ଲକ୍ଷପତି, ଆଗକୁ ସଂଖ୍ୟା ବଢ଼ିବ’। ‘ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆ ଘନିଷ୍ଠ ବନ୍ଧୁ ଥିଲେ, ସାନ ଭାଇ ପ୍ରାର୍ଥୀ ହୋଇଛନ୍ତି’।‘ହିମାଚଳ ଓ କର୍ଣ୍ଣାଟକରେ କଂଗ୍ରେସ ମିଥ୍ୟା ପ୍ରତିଶ୍ରୁତି ଦେଇ ନିର୍ବାଚନ ଜିତିଛି’।ମାତ୍ର ମୋଦିଙ୍କ ଗ୍ୟାରେଣ୍ଟି ମାନେ ଗ୍ୟାରେଣ୍ଟିର ଗ୍ୟାରେଣ୍ଟି ବୋଲି କହିଛନ୍ତି ବୈଜୟନ୍ତ ପଣ୍ଡା।

Leave A Reply

Your email address will not be published.