୧ରୁ ନିଶା କାରବାର ଧରପଗଡ଼

0

ଓଡ଼ିଆ ନ୍ୟୁଜ୍: ମାଦକ ଦ୍ରବ୍ୟ ସେବନ ଚୋରା ଚାଲାଣ ଓ ବିକ୍ରି ଉପରେ ଲାଗିବ ଅଙ୍କୁଶ।ସେପ୍ଟେମ୍ବର ୧ ତାରିଖରୁ ଆରମ୍ଭ ହେବ ସ୍ବତନ୍ତ୍ର ଧରପଗଡ଼ ଅଭିଯାନ। ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ନିଷ୍ପତ୍ତି।ଭୁବନେଶ୍ବର ସମେତ ରାଜ୍ୟର ସମସ୍ତ ସହରରେ ହେବ ସ୍ବତନ୍ତ୍ର ଅଭିଯାନ।

ନିଶା ଚୋରା ଚାଲାଣ ଗ୍ରୁପ୍‌କୁ ଧରିବା ଓ ପ୍ରଚ୍ଛଦପଟ୍ଟରେ ଥିବା ମାଫିଆଙ୍କୁ ବାନ୍ଧିବାକୁ ନିର୍ଦ୍ଦେଶ।ସ୍ପେସାଲ୍ ଟାସ୍କଫୋର୍ସ, ଅବକାରୀ, ଏନ୍‌ସିବି, ବିଏମ୍‌ସି ଭୁବନେଶ୍ବର ପାଇଁ କାମ କରିବେ।ଭୁବନେଶ୍ବରରେ ବିଭିନ୍ନ ଶିକ୍ଷାନୁଷ୍ଠାନ ପରିସରରେ ବ୍ୟାପକ ଚଢ଼ାଉ ହେବ।ପ୍ରତ୍ୟେକ ଜିଲ୍ଲାରେ ହେବ ମଡେଲ୍ ନିଶା ନିବାରଣ କେନ୍ଦ୍ର।

Leave A Reply

Your email address will not be published.