ଲକଡାଉନ ପ୍ରଭାଭ, ହାତଯୋଡି ବସିଛନ୍ତି ଜଳଖିଆ ଦୋକାନୀ

ବାରିକପୁର :  କରୋନା ଦ୍ୱିତୀୟ ଲହରୀ ପରିପ୍ରେକ୍ଷୀରେ ସର୍ଟଡାଉନ, ଲକଡାଉନ ଭଳି ନିୟମ ସରିଥିଲେ ସୁଦ୍ଧା ସାଧାରଣ ଜୀବନ ଯାପନ ସ୍ୱଭାବିକ ହୋଇପାରିନାହିଁ । ଆଇନ ଅନୁଯାୟୀ ମାସମାସ ଧରି ଦୋକାନ ବଜାର ବନ୍ଦ ରହିଥିବାବେଳେ…
Read More...

ମିସକଲ ପ୍ରେମରୁ ମହିଳା ହରାଇଲେ ୩୦ହଜାର

ବାରିକପୁର : ମୋବାଇଲର ବହୁଳ ବ୍ୟବହାର ଅନେକ ଉପକାର ଆଣୁଥିବାବେଳେ କିଛି ଏହାକୁ ଅପବ୍ୟବହାର କରି ଠକାମୀର ଶିକାର ହେଉଥିବା ଦେଖାଯାଉଛି । ବିଶେଷକରି ଯୁବବର୍ଗ ମୋବାଇଲ ଫେସବୁକ ଜରିଆରେ ବନ୍ଧୁତ୍ୱା ସ୍ଥାପନା କରି ବିଭିନ୍ନ…
Read More...

ମନରେଗା ଜବକାର୍ଡ ଧାରୀଙ୍କୁ ମିଳୁନି ପ୍ରାପ୍ୟ

ବାରିକପୁର : ଭଣ୍ଡାରିପୋଖରୀ ବ୍ଲକ ରହଣିଆ ପଞ୍ଚାୟତ ରାଢୋ ଜେନା ସାହି ରାସ୍ତା ଠାରୁ ଧଳସାହି ରାସ୍ତାଟି ଚଳିତବର୍ଷ ମନରେଗା ଯୋଜନାରେ କାର୍ଯ୍ୟ ହେଉଥିଲା । କାର୍ଯ୍ୟରେ ନିୟୋଜିତ ଥିବା ମଷ୍ଟରରୁଲ ଜବକାର୍ଡଧାରୀ ମାନେ ଏଯାଏଁ…
Read More...

ଏ ବର୍ଷ ର ନୂଆ ଯୋଡି ବହୁତ ଜଲ୍ଦି ଅନସ୍କ୍ରିନ ରେ ନଜର ଆସିବେ

Covid 19 ଯୋଗୁ ଅନେକ ଚଳଚ୍ଚିତ୍ର ରିଲିଜ୍ ପାଇଁ ପ୍ରସ୍ତୁତ ଥିବାବେଳେ ମଧ୍ୟ୍ୟ ରିଲିଜ୍ ହୋଇ ପାରିନାହିଁ | ଏବେ ଅନେକ ନୂଆ ଯୋଡି ଦର୍ଶକ ମାନେ ଦେଖି ପାରିବେ ଯାହା ଆଗରୁ ଅନସ୍କ୍ରିନ ରେ ଦେଖି ନ ଥିବେ | ଏ ଥର ଅନେକ ନୂଆ ଯୋଡି…
Read More...

ମାଟ୍ରିକ ରେଜଲ୍ଟ ପରେ +୨ ନାମଲେଖା

ମାଟ୍ରିକର ଅଫଲାଇନ୍ ପରୀକ୍ଷା ପରେ ଏବେ +୨ ଆଡମିଶନକୁ ଅନାଇ ବସିଛନ୍ତି ଛାତ୍ରଛାତ୍ରୀ । ଏହାରି ମଧ୍ୟରେ +୨ ଆଡମିଶନକୁ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ଗତବର୍ଷ…
Read More...

ଆଜିର ମୁଖ୍ୟ ଖବର

୧-ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିସନ୍ (ଓଏସ୍‌ଏସସି) ସଦସ୍ୟଙ୍କ ପିଏସ୍ ବିରଞ୍ଚି ନାରାୟଣ ସାହୁ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। । ୨-କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ । ସଂସଦ କାର୍ଯ୍ୟ ବାତିଲ…
Read More...

SCBରେ ଅଗଷ୍ଟ ୧୫ରୁ ଆରମ୍ଭ ହେବ ଇକମୋ ସେବା

ରାଜ୍ୟରେ ଅଗଷ୍ଟ ୧୫ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଇକମୋ ସେବା । ଏନେଇ ସୂଚନା ଦେଇଛନ୍ତି ଡିଏମଇଟି ସିବିକେ ମହାନ୍ତି । ୧୫ରୁ କଟକ ଏସସିବିରେ ଇକମୋ ସେବା ଉପଲବ୍ଧ ହେବ । ଏନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ଥିବା ବେଳେ ୯ଟି…
Read More...

ଟୋକିଓ 2020 ଅଲିମ୍ପିକ୍ ଗେମ୍ସରେ ଭାରତକୁ ପାଞ୍ଚଟି ପଦକ

ଭାରତ ବର୍ତ୍ତମାନ ପର୍ଯ୍ୟନ୍ତ ଟୋକିଓ 2020 ଅଲିମ୍ପିକ୍ ଗେମ୍ସରେ ପାଞ୍ଚଟି ପଦକ ହାସଲ କରି ରେକର୍ଡ କରିଛି। ଟୋକିଓ ଅଲିମ୍ପିକ୍ସ 2020 ଅଗଷ୍ଟ 8 ସୁଦ୍ଧା ଶେଷ ହେବ | ଅନେକ ପ୍ରତିଯୋଗୀ ଫାଇନାଲ ପାଇଁ ଖେଳିବେ | ଏ ପର୍ଯନ୍ତ…
Read More...

UNSCର ସ୍ଥାୟୀ ସଦସ୍ୟ ହେବ ଭାରତ

ଭାରତ ୟୁଏନଏସସିର ସ୍ଥାୟୀ ସଦସ୍ୟ ହୋଇପାରେ । ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦ (ୟୁଏନଏସସି)ର ସ୍ଥାୟୀ ଓ ଅସ୍ଥାୟୀ ରାଷ୍ଟ୍ରମାନଙ୍କ ସଂଖ୍ୟା ବୃଦ୍ଧି ନେଇ ଆମେରିକା ସହମତ ହୋଇଛି । ୟୁଏନଏସିରେ ସୁଧାର ପାଇଁ ପୂର୍ବରୁ ଭାରତ…
Read More...

ବଦଳିଲା ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର ନାଁ

ବଦଳିଲା ଖେଳରତ୍ନ ପୁରସ୍କାରର ନାମ। ଖେଳରତ୍ନ ପୁରସ୍କାର ନାମ ବଦଳିବା ନେଇ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରାଜୀବ ଗାନ୍ଧି ଖେଳରତ୍ନ ବଦଳରେ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ହେବ ବୋଲି ସୂଚନା ମିଳିଛି। ଏନେଇ…
Read More...