ଓଡ଼ିଆ ନ୍ୟୁଜ୍: ସଂସଦରେ ବନ୍ଦେ ମାତରମ ବିତର୍କ, ଅଭିଭାଷଣ ରଖିଲେ ପ୍ରଧାନମନ୍ତ୍ରୀ। ଅଭିଭାଷଣରେ କଂଗ୍ରେସକୁ ପରୋକ୍ଷରେ ଟାର୍ଗେଟ୍ କଲେ।ଜରୁରୀ ପରିସ୍ଥିତି ବେଳେ ବନ୍ଦେ ମାତରମ ଶହେ ବର୍ଷ ପୂରଣ କରିଥିଲା।ସେହି ସମୟରେ ଗଣତନ୍ତ୍ର ବିପଦରେ ଥିଲା- ମୋଦି। ୧୮୭୫ରୁ ଆରମ୍ଭ, ଆଜି ଏହା ୧୫୦ ବର୍ଷ ପୂରଣ କରିଛି।ଆଜି ଆମେ ଐତିହାସିକ ମୁହୁର୍ତ୍ତର ସାକ୍ଷୀ ହୋଇଛେ, ଏଥିପାଇଁ ଗର୍ବିତ।
ଏହା ଆମର ସ୍ବାଧୀନତା ସଂଗ୍ରାମୀଙ୍କୁ ପ୍ରେରଣା ଯୋଗାଇଥିଲା। ଏହା ଆମର ସ୍ବାଧୀନତା ସଂଗ୍ରାମୀଙ୍କୁ ପ୍ରେରଣା ଯୋଗାଇଥିଲା। ଏହା ଆମର ସ୍ବାଧୀନତା ସଂଗ୍ରାମୀଙ୍କୁ ପ୍ରେରଣା ଯୋଗାଇଥିଲା। ବନ୍ଦେ ମାତରମ ସବୁ ଭାରତୀୟଙ୍କ ପାଇଁ ସଂକଳ୍ପ ବନିଥିଲା। ବ୍ରିଟିଶ ଶାସନକୁ ସଠିକ୍ ଜବାବ ଦେଇଥିଲା ‘ବନ୍ଦେ ମାତରମ୍’ ସ୍ଲୋଗାନ୍।ସ୍ବାଧୀନ ଭାରତ ଗଠନ କରିବାରେ ଏହା ଶକ୍ତି ଆଣି ଦେଇଥିଲା।