ଭୁଶୁଡ଼ିଲା ପଠାଣୀ ସାମନ୍ତ ପ୍ଲାନେଟୋରିୟମ୍ ପାଚେରୀ

0

ଓଡ଼ିଆ ନ୍ୟୁଜ୍: ଭୁଶୁଡ଼ିଲା ପଠାଣୀ ସାମନ୍ତ ପ୍ଲାନେଟୋରିୟମ୍ ପାଚେରୀ।ଆଚାର୍ଯ୍ୟ ବିହାର ସ୍ଥିତ ପ୍ଲାନେଟୋରିୟମ୍ ପାଚେରୀ ଭୁଶୁଡ଼ିଲା। ଅଳ୍ପକେ ବର୍ତ୍ତିଲେ ବସ୍‌ ଷ୍ଟପ୍‌ରେ ଛିଡ଼ା ହୋଇଥିବା ଯାତ୍ରୀ।ପାଚେରୀ ଭୁଶୁଡ଼ି ୪ଟି ବାଇକ୍‌ ଓ ସ୍କୁଟି ଭାଙ୍ଗି ଯାଇଥିବା ସୂଚନା।ପାଚେରୀ ଭୁଶୁଡ଼ି ୪ଟି ବାଇକ୍‌ ସହ ଗୋଟିଏ ସ୍କୁଟି ଭାଙ୍ଗି ଯାଇଥିବା ସୂଚନା ମିଳିଛି।

ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଚାପି ହୋଇ ରହିଥିବା ବାଇକ୍‌କୁ ଉଦ୍ଧାର କରିଥିବା ସୂଚନା ମିଳିଛି। ହେଲେ କେଉଁ ପରିସ୍ଥିତିରେ ପାଚେରି ଭୁଶୁଡ଼ିଲା ପ୍ଲାନେଟୋରିୟମ ପକ୍ଷରୁ ମଧ୍ୟ ସ୍ପଷ୍ଟ କରାଯାଇ ନାହିଁ। ହେଲେ ବସ୍‌ ଷ୍ଟପ୍‌ରେ ଛିଡ଼ା ହୋଇଥିବା ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

Leave A Reply

Your email address will not be published.