ଚାଷୀଙ୍କ ଖାତାକୁ ଆସିଲା ପିଏମ୍ କିଷାନ ଟଙ୍କା

0

ଓଡ଼ିଆ ନ୍ୟୁଜ୍: ଚାଷୀଙ୍କ ଖାତାକୁ ଆସିଲା ପିଏମ୍ କିଷାନ ଟଙ୍କା । ବରାଣସୀରୁ ଶୁଭାରମ୍ଭ କରିଲେ ମୋଦୀ । ଆଜି ବରାଣସୀରୁ ଚାଷୀଙ୍କୁ ପିଏମ୍ କିଷାନ ଟଙ୍କା ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।ପିଏମ୍ କିଷାନ ସମ୍ମାନ ନିଧି ଯୋଜନାର ଯୋଗ୍ୟ ଚାଷୀଙ୍କ ଆକାଉଣ୍ଟକୁ ୨୦ତମ କିସ୍ତି ପଠାଇଲେ କେନ୍ଦ୍ର ସରକାର ।

ପ୍ରତ୍ୟେକ ଯୋଗ୍ୟ ଚାଷୀଙ୍କ ଖାତାକୁ ଆସିଲା ୨ହଜାର ଟଙ୍କା । ମୋଟ ୯ କୋଟି ୭୦ ଲକ୍ଷରୁ ଉଦ୍ଦ୍ୱ ଚାଷୀଙ୍କ ଆକାଉଣ୍ଟକୁ ୨୦ ହଜାର ୫୦୦ କୋଟି ଟଙ୍କା ପ୍ରଦାନ କଲେ ମୋଦି । ପିଏମ୍ କିଷାନ ଯୋଜନାର ପ୍ରାୟ ୩୫ ଲକ୍ଷ ଚାଷୀ ଅର୍ନ୍ତଭୁକ୍ତ ।

Leave A Reply

Your email address will not be published.