ମୁଁ ଯାହା କହିଥିଲି ସତ ହେଲା: ପ୍ରଭାତ ବିଶ୍ୱାଳ

0

ଓଡ଼ିଆ ନ୍ୟୁଜ୍: ରାଜ୍ୟସଭା ନିର୍ବାଚନ ନେଇ ପୁଣି ମୁହଁ ଖୋଲିଲେ ପ୍ରଭାତ ବିଶ୍ୱାଳ।’ରାଜ୍ୟ ବାହାରେ ଟ୍ରଷ୍ଟ ଗଠନ କଥା ମାନିଲେ ନବୀନ ପଟ୍ଟନାୟକ’। ‘ପୂର୍ବରୁ ୪୦ ବିଧାୟକଙ୍କ ଆଗରେ ପଚାରିବାରୁ ସଂତୃପ୍ତ ମନା କରିଥିଲେ’। ନବୀନ ମାନିବା ପରେ ଆଜି ସବୁ ସତ ପଦାକୁ ଆସି ଯାଇଛି: ପ୍ରଭାତ।

ଗଠନ ହୋଇଥିବା ବିଜୁ ଟ୍ରଷ୍ଟର ମୁଖ୍ୟ ଭି.କେ. ପାଣ୍ଡିଆନ୍ ରହିଛନ୍ତି।’ରାଜନୀତିରୁ ସନ୍ନ୍ୟାସ ନେବା ପରେ ବି ପାଣ୍ଡିଆନ୍‌ ସବୁ କିଛି କରୁଛନ୍ତି’।’ପୂର୍ବରୁ ପ୍ୟାରୀ ବାବୁ ସବୁ କରୁଥିଲେ, ନବୀନ କେବଳ ଦସ୍ତଖତ କରୁଥିଲେ’। ପରେ ପାଣ୍ଡିଆନ୍‌ ସବୁ କିଛି କଲେ, ନବୀନ ବାବୁ ଦସ୍ତଖତ ମାରିଲେ।ଆଜି ବି ଦିଲ୍ଲୀରେ ରହି ପାଣ୍ଡିଆନ୍‌ ଗୋଟି ଚାଳନା କରୁଛନ୍ତି: ପ୍ରଭାତ।

Leave A Reply

Your email address will not be published.