ମାର୍ଚ୍ଚରେ ଓଡ଼ିଶା ଆସିବେ ପ୍ରିୟଙ୍କା ଗାନ୍ଧି

0

ଓଡ଼ିଆ ନ୍ୟୁଜ୍: ଓଡ଼ିଶା ଆସିବେ ପ୍ରିୟଙ୍କା ଗାନ୍ଧୀ। ଆସନ୍ତା ମାର୍ଚ୍ଚରେ ଓଡ଼ିଶା ଆସିବେ ପ୍ରିୟଙ୍କା ଗାନ୍ଧି । ଏନେଇ ପିସିସି ସଭାପତି ଭକ୍ତ ଚରଣ ଦାସ ସୂଚନା ଦେଇଛନ୍ତି । ତେବେ ମାର୍ଚ୍ଚ ମାସ କେଉଁ ତାରିଖରେ ଆସିବେ ସେନେଇ କୌଣସି ସୂଚନା ମିଳିପାରି ନାହିଁ ।ତେବେ କଂଗ୍ରେସର ସଂଗଠନକୁ ଦୃଢ କରିବାରେ ଲାଗିଛି ଦଳ ।

ଆଗାମୀ ଦିନରେ ରାଜ୍ୟର ୧୦ଟି ଜିଲ୍ଲାରେ ମହିଳା ସମାବେଶ କରିବ କଂଗ୍ରେସ । ତେବେ ରାଜ୍ୟରେ ବଡ଼ ମହିଳା ସମାବେଶକୁ ସମ୍ବୋଧନ କରିବ ପ୍ରିୟଙ୍କା । ତେବେ ରଣନୀତି କଣ ରହିବ ସେନେଇ କୌଣସି ସ୍ପଷ୍ଟ ହୋଇପାରି ନାହିଁ ।

Leave A Reply

Your email address will not be published.