କାମ ବିଳମ୍ବ ହେଲେ ଦରମା ବନ୍ଦ: ରବି ନାଏକ

0

ଓଡ଼ିଆ ନ୍ୟୁଜ୍: ପାନୀୟ ଜଳ ଯୋଗାଣ ବିଭାଗର ହିସାବ ଦେଲେ ପଞ୍ଚାୟତିରାଜ ମନ୍ତ୍ରୀ। ୧୮ଟି ପ୍ରକଳ୍ପରେ ସବୁ ଘରକୁ ଘର ଜଳ ବ୍ୟବସ୍ଥା ହୋଇଛି। ସେ କହିଛନ୍ତି, ସବୁ ଘରକୁ ଘର ଜଳ ବ୍ୟବସ୍ଥା ହୋଇଛି। ଅଗଷ୍ଟରେ ୨୧, ସେପ୍ଟେମ୍ବରରେ ୧୧ ଓ ଡିସେମ୍ବରରେ ୨୨ଟି ପ୍ରକଳ୍ପ ଶେଷ ହେବ। ଏବର୍ଷ ୨୦ ହଜାର ୮୯୧ଟି ନଳକୂପ ଖନନ ହୋଇଛି।

ବର୍ତ୍ତମାନ ସୁଦ୍ଧା ୫ଲକ୍ଷ ୨୭ହଜାର ୫୭୦ ନଳକୂପ ଖୋଳାଯାଇଛି। ବଳକା ପ୍ରକଳ୍ପ ୨୦୩୬ ସୁଦ୍ଧା ସଂପୂର୍ଣ୍ଣ ହେବ। ଏଜେନ୍ସି ପାଇଁ ସବୁଦିନ ପେନାଲ୍ଟି ରହୁଛି, ବିଳମ୍ବ ହେଲେ ନୋଟିସ କରାଯାଉଛି। ଏଣିକି କାମ ବିଳମ୍ବ ହେଲେ ଅଧିକାରୀଙ୍କ ଦରମା ବନ୍ଦ ହେବ ବୋଲି ମନ୍ତ୍ରୀ କହିଛି।

Leave A Reply

Your email address will not be published.