ଭିଜିଲାନ୍ସ ଜାଲରେ CDPO

0

ଓଡ଼ିଆ ନ୍ୟୁଜ୍: ଲାଞ୍ଚ ନେଇ ଧରାପଡ଼ିଲେ ବିଷମକଟକ ସିଡିପିଓ।ସିଡିପିଓ ସୁଶୀଳା ଶବର ଓ କିରାଣି ରାମଚନ୍ଦ୍ର ପାତ୍ର ଭିଜିଲାନ୍ସ ହାତରେ ଧରାପଡ଼ିଲେ।୮୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରିଲା ଭିଜିଲାନ୍ସ।ଅଙ୍ଗନଓ୍ବାଡ଼ି କର୍ମୀ ନିଯୁକ୍ତି ମାମଲାରେ ୮୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ସୁଶୀଳାଙ୍କୁ ଧରିଛି।

ଏନେଇ ରାୟଗଡ଼ା ଭିଜିଲାନ୍ସ ଇନ୍ସପେକ୍ଟର ତରୁଲତା ବେହେରା ସୂଚନା ଦେଇଛନ୍ତି।ତେବେ ଚାଟିକଣା ପଞ୍ଚାୟତ ହୁତେଶି ଗ୍ରାମର ଅଙ୍ଗନଓ୍ବାଡି ଶୀତ ୱାଡକା ଙ୍କଠାରୁ ସେ ଲାଞ୍ଚ ନେଇଥିବା ସୂଚନା ମିଳିଛି।

Leave A Reply

Your email address will not be published.