୩ ସନ୍ତାନ ସପକ୍ଷରେ RSS ମୁଖ୍ୟ

0

ଓଡ଼ିଆ ନ୍ୟୁଜ୍:୩ ସନ୍ତାନ ସପକ୍ଷରେ RSS ମୁଖ୍ୟ ମୋହନ ଭାଗବତ।ପ୍ରତି ପରିବାରରେ ସମ୍ପ୍ରତ୍ତି ୩ ସନ୍ତାନ ରହିବା ଭଲ।ପରିବାର ୩ ସନ୍ତାନରୁ କମ୍‌ ରହିଲେ କ୍ରମଶଃ ବଂଶରକ୍ଷା କଷ୍ଟକର।ଜନସଂଖ୍ୟାଗତ ପରିବର୍ତ୍ତନ ଓ ନିୟନ୍ତ୍ରଣ ଉପରେ ପ୍ରଶ୍ନରେ ଏପରି କହିଲେ।ସଠିକ ସମୟରେ ବିବାହ ଓ ୩ ସନ୍ତାନ ପ୍ରସବ ଆମ ପାଇଁ ସ୍ବାସ୍ଥ୍ୟକର। ଆମ ଦେଶର ଲୋକସଂଖ୍ୟା ୨.୧ ସନ୍ତାନ ଆବଶ୍ୟକ କରୁଛି।ଅର୍ଥାତ ଏହାକୁ ବିଶ୍ଲେଷଣ କଲେ ୨.୧ ଅର୍ଥ ୩ ସନ୍ତାନ ବୋଲି କହିଲେ ମୋହନ ଭାଗବତ।‘ଦେଶର ସ୍ବାର୍ଥ ପାଇଁ ସବୁ ଦମ୍ପତି ୩ ସନ୍ତାନ କଥା ଚିନ୍ତା କରନ୍ତୁ’।

Leave A Reply

Your email address will not be published.