ଭିସୁଟ୍‌ର ଡ୍ରେସ୍ କୋଡ୍‌, ଛାତ୍ରୀଙ୍କୁ ଦୁପଟା ମନା

0

ଓଡ଼ିଆ ନ୍ୟୁଜ୍: ଭିସୁଟ୍ ଛାତ୍ରଛାତ୍ରୀଙ୍କ ପାଇଁ ଜାରି ହେଲା ଡ୍ରେସ୍‌ କୋଡ୍। ୨୦୨୫-୨୬ ଶିକ୍ଷାବର୍ଷରେ ଆଡମିଶନ କରିଥିବା ପ୍ରଥମ ବର୍ଷ ପିଲାଙ୍କ ପାଇଁ ଡ୍ରେସ୍‌ କୋଡ୍।ଛାତ୍ରମାନେ ଫର୍ମାଲ୍ ପାଣ୍ଟ-ସାର୍ଟ ଓ ଛାତ୍ରୀମାନେ ସାଲୱାର କମିଜ୍ ପିନ୍ଧିବେ।ସୁରକ୍ଷା କାରଣରୁ ଛାତ୍ରୀମାନଙ୍କୁ ଦୁପଟା ପରିଧାନ ପାଇଁ ବାରଣ।ୟୁନିଫର୍ମରୁ ପିଜି ଓ ପିଏଚଡି ଛାତ୍ରଛାତ୍ରୀଙ୍କୁ ବାଦ୍ ଦିଆଯାଇଛି ।

ପ୍ରଥମ ବର୍ଷର ଛାତ୍ରଛାତ୍ରୀ ପିନ୍ଧିବେ ଡ୍ରେସକୋଡ । ଚଳିତ ମାସରୁ ଛାତ୍ରଛାତ୍ରୀ ପିନ୍ଧିବେ ଡ୍ରେସକୋର୍ଡ। ୨୦୨୫-୨୬ ଶିକ୍ଷାବର୍ଷରେ ଆଡମିଶନ କରିଥିବା ପ୍ରଥମ ବର୍ଷ ପିଲାଙ୍କ ପାଇଁ ଡ୍ରେସ୍‌ କୋଡ ଲାଗୁ କରାଯାଇଛି । ସାଲୱାର କମିଜ ପିନ୍ଧିବେ ଛାତ୍ରୀ । ହେଲେ ଦୁପଟା ପକାଇବେ ନାହିଁ । ସାଲୱାର କମିଜ ସହ ଜାକେଟ୍ ରହିବ । ସେହିପରି ପୁଅମାନେ ପିନ୍ଧିବେ ସାଧାରଣ ଡ୍ରେସ ପିନ୍ଧିବେ । ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ଏପରି ନିଷ୍ପତ୍ତି ନିଆଯାଇଛି ।

Leave A Reply

Your email address will not be published.