୧ରୁ ତହସିଲ୍‌ ଅଫିସରେ ଜମି କିଣାବିକା: ସୁରେଶ ପୂଜାରୀ

0

ଓଡ଼ିଆ ନ୍ୟୁଜ୍: ନଭେମ୍ବର ୧ରୁ ତହସିଲ୍‌ ଅଫିସ୍‌ରେ ହୋଇପାରିବ ଜମି କିଣାବିକା।ଏନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସୂଚନା।’ନଭେମ୍ବର ୧ରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶୁଭାରମ୍ଭ କରିବେ’।’ପ୍ରଥମ ପର୍ଯ୍ୟାୟରେ ୪୪ଟି ତହସିଲ ଅଫିସରେ ମିଳିବ ସୁବିଧା’। ‘ଡିସେମ୍ବରରେ ବାକି ୨୭୩ ତହସିଲ୍‌ରେ ଜମି କିଣାବିକା ସେବା ମିଳିବ’। ‘ଅନଲାଇନରେ ସ୍ଲଟ ବୁକ୍‌ କରି ତହସିଲ୍ ଅଫିସ୍‌ରେ ପଞ୍ଜୀକରଣ କରିପାରିବେ’।

ଏହାପରେ ଡିସେମ୍ବରରେ ରାଜ୍ୟର ବାକି ୨୭୩ ତହସିଲରେ ଏହି ସେବା ଆରମ୍ଭ ହେବ।ଅନଲାଇନରେ ସ୍ଲଟ୍ ବୁକ୍ କରି ତହସିଲ ଅଫିସରେ ଜମି ପଞ୍ଜିକରଣ। ନଭେମ୍ବର ୧ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାର ଶୁଭରମ୍ଭ କରିବେ। ଏଣିକି ଅନଲାଇନରେ ସ୍ଲଟ୍ ବୁକ୍ କରି ତହସିଲ ଅଫିସରେ ଲୋକେ ଜମି ପଞ୍ଜିକରଣ କରିପାରିବେ ବୋଲି ରାଜସ୍ବ ମନ୍ତ୍ରୀ ସୂଚନା ଦେଇଛନ୍ତି।

Leave A Reply

Your email address will not be published.