ଟ୍ରମ୍ପ ଜିନ୍‌ପିଙ୍ଗ୍ ଆଲୋଚନା

0

ଓଡ଼ିଆ ନ୍ୟୁଜ୍: ଡୋନାଲ୍ଡ ଟ୍ରମ୍ପ ଓ ଚୀନ୍ ରାଷ୍ଟ୍ରପତି ଜିନପିଙ୍ଗଙ୍କ ମଧ୍ୟରେ ଆଲୋଚନା।୬ ବର୍ଷ ପରେ ଦକ୍ଷିଣ କୋରିଆ ବୁସାନରେ ଟ୍ରମ୍ପ-ଜିନ୍‌ପିଙ୍ଗ୍ ଆଲୋଚନା।ଟାରିଫ୍ ଲଢ଼େଇ ମଧ୍ୟରେ ପରସ୍ପରକୁ ଭେଟିଲେ ଉଭୟ ନେତା।ଦୁଇ ନେତାଙ୍କ ଆଭିମୁଖ୍ୟ ଉପରେ ଭାରତ ସମେତ ସାରା ବିଶ୍ବର ନଜର।ବର୍ତ୍ତମାନ ଦ୍ୱିପାକ୍ଷିକ ଆଲୋଚନା ଚାଲିଛି। ଏହି ସାକ୍ଷାତ ଦକ୍ଷିଣ କୋରିଆର ବୁସାନରେ ହେଉଛି। ପୂର୍ବରୁ ସେମାନେ ୨୦୧୯ରେ ଜାପାନର ଓସାକାରେ ସାକ୍ଷାତ କରିଥିଲେ। ତଥାପି, ସେହି ସମୟରୁ ଦୁଇ ଦେଶ ମଧ୍ୟରେ ସମ୍ପର୍କ ତିକ୍ତ ହୋଇଛି। ଚୀନ-ଆମେରିକା ଟାରିଫ୍ ୱାର୍ ଭିତରେ ୬ବର୍ଷ ପରେ ଟ୍ରମ୍ପ-ଜିନପିଙ୍ଗଙ୍କ ମଧ୍ୟରେ ଭେଟଘାଟ। ବାଣିଜ୍ୟ ଶୁଳ୍କ, ତାଇୱାନ ହଂକଂ ବିବାଦ ସମେତ ବିଭିନ୍ନ ଦ୍ବିପାକ୍ଷିକ ପ୍ରସଙ୍ଗକୁ ନେଇ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ।

Leave A Reply

Your email address will not be published.