ଓଡ଼ିଆ ନ୍ୟୁଜ୍: ପ୍ରଧାନମନ୍ତ୍ରୀ ମୋଦିଙ୍କ ଓଡ଼ିଶା ଗସ୍ତ ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସୂଚନା । ବ୍ରହ୍ମପୁର ଛତ୍ରପୁର ସମାବେଶରେ ଯୋଗ ଦେବେ PM।ସେବା ପକ୍ଷ ଅବସରରେ ଆୟୋଜିତ ହେବ କାର୍ଯ୍ୟକ୍ରମ। ଦ୍ବିତୀୟ କାର୍ଯ୍ୟକ୍ରମ ପାଇଁ ଅନୁରୋଧ କରାଯାଇଛି।
ନିଜେ ଯାଇ କାର୍ଯ୍ୟକ୍ରମର ସମୀକ୍ଷା କରିବେ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୁଜାରୀ। ଏହା ବାଦ ଦ୍ୱିତୀୟ କାର୍ଯକ୍ରମ ପାଇଁ ଅନୁରୋଧ କରାଯାଇଛି। କିନ୍ତୁ କାର୍ଯ୍ୟକ୍ରମ ଚୁଡାନ୍ତ ହୋଇ ନାହିଁ। ବର୍ଷକ ମଧ୍ୟରେ ୬ ଟି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଓଡ଼ିଶା ଆସିବା ଓଡ଼ିଶା ପ୍ରତି ସ୍ଵତନ୍ତ୍ର ଦୃଷ୍ଟି ରହିଛି।