Browsing Tag

accident

ପାଟଣାଗଡ଼: ଘରୋଇ ବସ ଧକ୍କାରେ ବାଇକ ଆରୋହୀ ମୃତ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ପାଟଣାଗଡ଼ ପଦ୍ମପୁର ରାସ୍ତାର ଗୌଡ଼ପାଲ ଜୁରିଆ ନିକଟରେ ଗତକାଲି ରାତିରେ ଏକ ଘରୋଇ ବସ ଶତାବ୍ଦୀ ଓଡି-୧୭ ଏଫ ୭୦୧୧ ଓ ବାଇକ ଓଡି-୦୩-ଏଲ -୦୧୪୪ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ବାଇକ…
Read More...

ଜନ୍ମଦିନ ପାର୍ଟି ସାରି ଫେରୁଥିଲେ: ଦୁର୍ଘଟଣାରେ ଚାଲିଗଲା ୬ ସାଙ୍ଗଙ୍କ ମୃତ୍ୟୁ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଗୁରୁବାର ବିଳମ୍ବିତ ରାତିରେ ଗୁରୁଗ୍ରାମ-ଫରିଦାବାଦ ରାସ୍ତାରେ ଏକ ସଡ଼କ ଦୁର୍ଘଟଣାରେ ୬ ଜଣ ଯୁବକଙ୍କର ମୃତ୍ୟୁ ଘଟିଛି। ସମସ୍ତେ ପାଲୱାଲଙ୍କ କ୍ୟାମ୍ପ ଅଞ୍ଚଳର ବାସିନ୍ଦା ଥିଲେ। ସମସ୍ତେ ଜନ୍ମଦିନ…
Read More...

ଖୋର୍ଦ୍ଧା ଟାଙ୍କୀ ଜାତୀୟ ରାଜପଥରେ ଦୁର୍ଘଟଣା, ଜଣେ ମୃତ ଓ ୪ ଗୁରୁତର

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଆଜି ୧୬ ନଂ ଜାତୀୟ ରାଜପଥ ଟାଙ୍ଗୀ-ଚାନ୍ଦପୁର ବାଇପାସ୍ ଗୌରଚନ୍ଦ୍ରପୁର ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଗୁରୁତର ହୋଇଥିଲେ ।…
Read More...

ତୀର୍ଥଯାତ୍ରା ହେଲା ଶେଷ ଯାତ୍ରା: ପୁରୀ-କୋଣାର୍କ ମେରାଇନ ଡ୍ରାଇଭରେ ସିରିଜ ଦୁର୍ଘଟଣା ଘଟି ଚାଲିଗଲା ଦୁଇ ଜୀବନ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ରବିବାର ସକାଳ କାଳ ସାଜିଥିଲା। ପୁରୀ- କୋଣାର୍କ ବେଳାଭୂମି ରାସ୍ତା ମୁଦୁଲି  ଛକରେ ସତେ ଯେମିତି ମୃତ୍ୟୁ ଛକି ବସିଥିଲା।ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥିବା ଆନ୍ଧ୍ରପ୍ରଦେଶ ଚିତୋର ଓ ନେଲୋର୍…
Read More...

ଋିଷଭ ପନ୍ତଙ୍କ ଦୁର୍ଘଟଣା ପରେ ଟ୍ୱିଟ କରି ଏପରି କହିଲେ ପ୍ରଧାନମନ୍ତ୍ରୀ ମୋଦୀ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଶୁକ୍ରବାର ସକାଳେ ଦିଲ୍ଲୀ-ଦେହରାଡୁନ୍ ରାଜପଥରେ ରୋଡ୍ ଡିଭାଇଡର୍ ଧକ୍କା ଦେବା ପରେ ତାର ବିଳାସପୂର୍ଣ୍ଣ କାରରେ ନିଆଁ ଲାଗିଯିବା ପରେ ଷ୍ଟାର କ୍ରିକେଟର ଋିଷଭ ପନ୍ତ ଆହତ ହୋଇଛନ୍ତି। ହରିଦ୍ୱାର ଏସଏସପି…
Read More...

ବାଲିଯାତ୍ରା ଦେଖିବା ହେଲା କାଳ, ଯାତ୍ରା ଦେଖି ଘରକୁ ଫେରିବା ବେଳେ ଦୁର୍ଘଟଣାରେ ଚାଲିଗଲା ଦୁଇ ସାଙ୍ଗଙ୍କ ଜୀବନ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ପାରାଦୀପରୁ ବାଲିଯାତ୍ରା ଦେଖି ଦୁଇ ସାଙ୍ଗ ଘରକୁ ଫେରୁଥିଲେ। ଏହି ସମୟରେ ହଠାତ୍ ଏକ ଅଜଣା ଗାଡ଼ି ଆସି ସେମାନଙ୍କୁ ଧକ୍କା ଦେଇ ପଳାଇଥିଲା। ଘଟଣାସ୍ଥଳରେ ୨ସାଙ୍ଗଙ୍କ ଜୀବନ ଚାଲିଯାଇଥିଲା। ଏପରି…
Read More...

ପକ୍ଷୀ ସହ ଧକ୍କା ହେବା ପରେ ଅଳ୍ପକେ ବର୍ତ୍ତିଲା ଆକାସା ଏୟାର

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଅହମ୍ମଦାବାଦରୁ ଦିଲ୍ଲୀକୁ ଆସୁଥିବା ଆକାସା ଏୟାରଲାଇନ୍ସର ବିମାନ ଗୁରୁବାର (ଅକ୍ଟୋବର ୨୭) ଦୁର୍ଘଟଣାରୁ ବଞ୍ଚିଛି। କୁହାଯାଉଛି ଯେ ଏହି ବିମାନ ସହିତ ପକ୍ଷୀ ମୁହାଁମୁହିଁ ହୋଇଥିଲେ, ଏହା ପରେ ଶୀଘ୍ର…
Read More...

ମଧ୍ୟପ୍ରଦେଶରେ ଭୟଙ୍କର ଦୁର୍ଘଟଣା: ୧୫ଜଣଙ୍କ ମୃତ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ମଧ୍ୟପ୍ରଦେଶର ରେୱାଠାରେ ତିନିଟି ଗାଡି ଧକ୍କା ହେବାରୁ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୧୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏହି ଦୁର୍ଘଟଣା…
Read More...

ଭୁବନେଶ୍ବରରେ କଦଳୀ ଦୋକାନୀକୁ ପିଟିଲା କାର୍, ଘଟଣା ସ୍ଥଳରେ ହିଁ ଚାଲିଗଲା ଜୀବନ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଭୁବନେଶ୍ୱର ତାରିଣୀ ବସ୍ତ୍ରାଳୟ ସମ୍ମୁଖରେ ବଡ଼ ଧରଣର ଦୁର୍ଘଟଣା। ଦୁର୍ଘଟଣାରେ ଜଣେ ମୃତ। ଦୁଇ ଜଣ ଗୁରୁତର ଭାବେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ରାଜମହଲ ଛକ ପଟୁ କଳ୍ପନା ଆଡ଼କୁ…
Read More...