Browsing Tag

bhagwant man

ପଞ୍ଜାବରେ ମୁହାଁମୁହିଁ ମୁଖ୍ୟମନ୍ତ୍ରୀ-ପୂର୍ବତନ ମୁଖ୍ୟମନ୍ତ୍ରୀ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ପଞ୍ଜାବରେ ମୁହାଁମୁହିଁ ମୁଖ୍ୟମନ୍ତ୍ରୀ ଆଉ ପୂର୍ବତନ ମୁଖ୍ୟମନ୍ତ୍ରୀ । ପଂଜାବ ପଟିଆଲା ସହରର ବିକାଶ ପ୍ରସଙ୍ଗକୁ ନେଇ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ…
Read More...

ପୁଣି ସଙ୍କଟରେ ମାନ୍ ସରକାର! ବାଚସ୍ପତି ଏବଂ ୨ କ୍ୟାବିନେଟ ମନ୍ତ୍ରୀଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ପଞ୍ଜାବର ଟାରନ ତାରାନର ଏକ କୋର୍ଟ ରାଜ୍ୟ ବାଚସ୍ପତି କୁଲତର ସିଂ ସାନ୍ଧବା ଏବଂ ଦୁଇ କ୍ୟାବିନେଟ ମନ୍ତ୍ରୀ ଗୁରୁମିତ ସିଂ ମିଟ୍ ହରେ ଏବଂ ଲଲଜିତ ସିଂ ଭୁଲାରଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ…
Read More...

ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କ ଗସ୍ତ ପୂର୍ବରୁ ଜଲନ୍ଦରରେ ମିଳିଲା ଖଲିସ୍ତାନୀ ପୋଷ୍ଟର

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ପଞ୍ଜାବର ଜଲନ୍ଦରରେ ସିଏମ୍ ଭଗବନ୍ତ ମାନଙ୍କ ଗସ୍ତ ପୂର୍ବରୁ ଜଲନ୍ଦରର ପୋଷ୍ଟରରେ ଖାଲିସ୍ତାନୀ ସ୍ଲୋଗାନ ଲେଖାଯାଇଥିବା ଏକ ମାମଲା ସାମ୍ନାକୁ ଆସିଛି। ଝଐଙ ଔବକ୍ଷବଦ୍ଭୟଷବକ୍ସ କବଜ୍ଞବକ୍ଷହରରଗ୍ଧ…
Read More...

କୁଆଡ଼େ ଅଦୃଶ୍ୟ ହୋଇଗଲେ ପୂର୍ବତନ ସିଏମ ଚନ୍ନି? କଂଗ୍ରେସ ଓ ଅକାଳୀ ଦଳ ଉପରେ ବର୍ଷିଲେ ମାନ୍

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ପଞ୍ଜାବର ମୁଖ୍ୟମନ୍ତ୍ରୀ ଭାଗବତ ମାନ କଂଗ୍ରେସ ଏବଂ ଅକାଳୀ ଦଳରେ ଏକ ଜିବନ ନେଇ କହିଛନ୍ତି ଯେ ଉଭୟ ଦଳର ନେତା ଏବେ ମଧ୍ୟ ସ୍ୱପ୍ନ ଜଗତରେ ବାସ କରୁଛନ୍ତି। ସେମାନେ ଅନୁଭବ କରୁଛନ୍ତି ଯେ ସେମାନେ…
Read More...

ବିଗିଡିଲା ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟବାସ୍ଥା: ହସ୍ପିଟାଲରେ ଭର୍ତ୍ତି

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ବିଗିଡିଲା ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା । ମେଡିକାଲରେ ଭର୍ତ୍ତି । ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କ ସ୍ୱାସ୍ଥ୍ୟ ଅଚାନକ୍ ବିଗିଡ଼ିଯାଇଛି, ଯାହାଫଳରେ ତାଙ୍କୁ ଦେଶର ରାଜଧାନୀ…
Read More...

ବିବାହ ବନ୍ଧନରେ ବାନ୍ଧି ହେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଆଜି ଗୁରୁପ୍ରୀତ କୌରଙ୍କୁ ବିବାହ କରିଛନ୍ତି । ଉଭୟେ ଚଣ୍ଡିଗଡ଼ର ଭଗବନ୍ତ ମାନଙ୍କ ବାସଭବନରେ ବିବାହ କରିଛନ୍ତି। ଏହି ବିବାହରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ…
Read More...

ଆସନ୍ତାକାଲି ଦ୍ୱିତୀୟ ବିବାହ କରିବେ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ୍: ଜାଣନ୍ତୁ କାହିଁକି?

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଦ୍ୱିତୀୟ ଥର ପାଇଁ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ଭାଗବତ ମାନ ଗୁରୁବାର ଚଣ୍ଡିଗଡ଼ରେ ବିବାହ କରିବେ। ତାଙ୍କ ଭାବି ପତ୍ନି ହେବାକୁ ଯାଉଛନ୍ତି…
Read More...