Browsing Tag

Bse odisha

ସରୋଜ ବେହେରା ହେଲେ ବୋର୍ଡ ନୂଆ ସମ୍ପାଦକ

ଓଡ଼ିଆ ନ୍ୟୁଜ୍: ବଦଳିଲେ BSE ସମ୍ପାଦକ, ସରୋଜ ବେହେରା ନୂଆ ସମ୍ପାଦକ।ST/SC ବିଭାଗ ଯୁଗ୍ମ ସଚିବ ଥିବା ସରୋଜଙ୍କୁ ବୋର୍ଡ ସମ୍ପାଦକ ଦାୟିତ୍ବ। ସମ୍ପାଦକ ଦାୟିତ୍ବରେ ଥିବା ସୋନିଆ ମିଶ୍ର ହେଲେ ଅବକାରୀ ଅତିରିକ୍ତ କମିଶନର। 
Read More...

ତ୍ରୁଟିଶୂନ୍ୟ ମୂଲ୍ୟାୟନ ପାଇଁ ବୋର୍ଡ ପକ୍ଷରୁ ସବୁ ପ୍ରକାର ଚେଷ୍ଟା କରାଯାଇଛି, ୪୫ ଦିନ ଭିତରେ ରେଜଲ୍ଟ ପ୍ରକାଶ ପାଇଁ…

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଫଳ ଆସନ୍ତା ମେ ମାସ ତୃତୀୟ ସପ୍ତାହ ସୁଦ୍ଧା ପ୍ରକାଶ ମାଟ୍ରିକ ପରୀକ୍ଷା ରେଜଲ୍ଟ ପ୍ରକାଶ ପାଇବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କୁହାଯାଇଛି । ଏ ନେଇ ବୋର୍ଡ…
Read More...

୧୦ରୁ ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ ମୂଲ୍ୟାଙ୍କନ, ଖାତାଦେଖା ବେଳେ ମୋବାଇଲ ମନା

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଆସନ୍ତା ୧୦ ତାରିଖରୁ ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ ମୂଲ୍ୟାଙ୍କନ। ନିୟୋଜିତ ହେବେ ୧୫ ହଜାର ମୂଲ୍ୟାଙ୍କନକାରୀ। ଉଭୟ ଅନଲାଇନ ଓ ଆଫଲାଇନରେ ମୂଲ୍ୟାଙ୍କନ କରାଯିବ।ଉଚ୍ଚ ମାଧ୍ୟମିକ ଶିକ୍ଷା…
Read More...

କାଲି ଠାରୁ ଆରମ୍ଭ ହେବ ମାଟ୍ରିକ ଖାତାଦେଖା, ୫୬ ଟି କେନ୍ଦ୍ରରେ କରାଯାଇଛି ବ୍ୟବସ୍ଥା

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):ଆସନ୍ତା ଏପ୍ରିଲ ୩ ରୁ ୧୫ ଯାଏ ଚାଲିବ ମାଟ୍ରିକ ଖାତା ମୂଲ୍ୟାୟନ। ଏଥିପାଇଁ ୫୬ ଟି କେନ୍ଦ୍ରରେ ଖାତା ଦେଖାର ବ୍ୟବସ୍ଥା କରାଯାଇଛି। ବିଏସଇ ତ୍ରୁଟିଶୂନ୍ୟ ଭାବେ ମୂଲ୍ୟାୟନ ବ୍ୟବସ୍ଥା କରିଛି। ପରୀକ୍ଷା…
Read More...

ଆଜିଠାରୁ ଆରମ୍ଭ ହେଲା ମାଟ୍ରିକ, ମଧ୍ୟମା ଏବଂ ଓପନ ସ୍କୁଲ ସମ୍ମେଟିଭ୍‌-୧ ପରୀକ୍ଷା ଖାତା ମୂଲ୍ୟାୟନ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରିଚାଳିତ ମାଟ୍ରିକ, ମଧ୍ୟମା ଏବଂ ଓପନ ସ୍କୁଲ ସମ୍ମେଟିଭ୍‌-୧ ପରୀକ୍ଷା ଖାତା ମୂଲ୍ୟାୟନ ଆଜିଠାରୁ ଆରମ୍ଭ ହୋଉଛି । ଏଥର ରାଜ୍ୟର ୩୦୨୯ କେନ୍ଦ୍ରରେ ୫ ଲକ୍ଷ ୪୦…
Read More...

ନକଲି ସର୍ଟିଫିକେଟ୍ ଦେଇ ବୋର୍ଡ ଅଫିସରେ ଚାକିରି କରିଥିବା ଜମାଦାର୍ ଗିରଫ,ଏକାଧିକ ଲୋକଙ୍କୁ ନକଲି ସାର୍ଟିଫିକେଟ୍…

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ନକଲି ସାର୍ଟିଫିକେଟ ଦେଇ ମାଧ୍ୟମିକ ଶିକ୍ଷା ପରିଷଦର କର୍ମଚାରୀ ପୋଲିସ ଦ୍ବାରା ଗିରଫ। କଟକ ବୋର୍ଡ କାର୍ଯ୍ୟାଳୟରେ ଜମାଦାର ଭାବେ କାର୍ଯ୍ୟରତ ଭ୍ରମରବର ନାୟକକୁ ଗିରଫ କରିଛି ମଙ୍ଗଳାବାଗ ଥାନା ପୋଲିସ…
Read More...

ନବମ ଓ ଦଶମ ଶ୍ରେଣୀ ପିଲା ପଢିବେ ନୂଆ ଏକ ପାଠ୍ୟକ୍ରମ, ବୋର୍ଡ ତରଫରୁ ସୂଚନା

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ନବମ ଓ ଦଶମ ଶ୍ରେଣୀ ପିଲା ପଢିବେ ନୂଆ ପାଠ୍ୟକ୍ରମ। ନୂଆ ଏକ ବିଷୟ ଯୋଡ଼ା ଯାଇଛି । ନୂଆ ବିଷୟଟି ହେଲା ‘ଆସପିରେସନାଲ କମ୍ପୋନେଣ୍ଟ ।’ ଏଥିରେ ୪ଟି ବିଭାଗ ବୁକ୍ ରିଭ୍ୟୁ, ପ୍ରୋଜେକ୍ଟ ୱାର୍କ,…
Read More...

ଆଜି ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ, ଦିନ ୧ଟା ବେଳେ ମନ୍ତ୍ରୀ କରିବେ ଘୋଷଣା

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ। ଦିନ ୧ ଟା ବେଳେ ମାଧ୍ୟମିକ ଶିକ୍ଷା ପରିଷଦର କଟକ ସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଏହି ପରୀକ୍ଷା ଫଳ ପ୍ରକାଶନ କରିବେ।…
Read More...