Browsing Tag

chennai

ଚେନ୍ନାଇସ୍ଥିତ ପ୍ରବାସୀ ଓଡିଆ ସଂଘ ସହ ଓଡିଶା ପରିବାର ନିର୍ଦ୍ଦେଶାଳୟର ବିଭିନ୍ନ ପ୍ରସଙ୍ଗରେ ଆଲୋଚନା, ରାଜ୍ୟ ସରକାରଙ୍କ…

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଚେନ୍ନାଇସ୍ଥିତ ମାଡ୍ରାସ ଓଡିଆ ସଂଘର କର୍ମକର୍ତ୍ତା ମାନଙ୍କ ସହ ଓଡିଶା ପରିବାର ନିର୍ଦ୍ଦେଶକ  ଦିଲୀପ ରାଉତରାଏ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି । ପ୍ରବାସୀ ଓଡିଆ ମାନଙ୍କ ସ୍ବାର୍ଥରେ…
Read More...

ଆଇପିଏଲ ୨୦୨୩: ଆଜି ଚେନ୍ନାଇ ଓ ଲକ୍ଷେ୍ନø ଲଢେଇ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଆଜି (ଏପ୍ରିଲ୍ ୩) ଆଇପିଏଲ୍ ୨୦୨୩ ର ଷଷ୍ଠ ମ୍ୟାଚ୍ ଖେଳାଯିବ । ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ଲକ୍ଷ୍ନø ସୁପର ଜିଆଣ୍ଟସ୍ ମଧ୍ୟରେ ଚେପକ୍ ଷ୍ଟାଡିୟମରେ ଏହି ମ୍ୟାଚ୍ ଅନୁଷ୍ଠିତ ହେବ । ଚାରି ବର୍ଷ ପରେ…
Read More...

ଆଜିଠୁ ଆରମ୍ଭ ହେବ ଆଇପିଏଲ ୨୦୨୩: ଉଦଘାଟନୀ ମ୍ୟାଚରେ ସାମ୍ନାସାମ୍ନି ହେବେ ଗୁଜୁରାଟ ଓ ଚେନ୍ନାଇ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଭାରତର ସବୁଠୁ ବଡ ପର୍ବ ଅର୍ଥାତ୍ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ଆଜି (୩୧ ମାର୍ଚ୍ଚ) ରୁ ଆରମ୍ଭ ହେବାକୁ ଯାଉଛି ଜ୍ଝ ଆଇପିଏଲର ୧୬ ତମ ସିଜିନର ପ୍ରଥମ ମ୍ୟାଚ୍ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଗୁଜୁରାଟ…
Read More...

ଆଜିଠୁ ଚେନ୍ନାଇ-ଜାଫ୍ନା ମଧ୍ୟରେ ପୁଣି ଆରମ୍ଭ ହେବ ବିମାନ ସେବା

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): କରୋନା ଜୀବାଣୁ ହେତୁ ଦୀର୍ଘ ବିରତି ପରେ ଆଜି (ଡିସେମ୍ବର ୧୨) ଚେନ୍ନାଇ ଏବଂ ଜାଫ୍ନା (ଶ୍ରୀଲଙ୍କା) ମଧ୍ୟରେ ବିମାନ ପୁଣି ଆରମ୍ଭ ହେବ ଜ୍ଝ ଏୟାର ଇଣ୍ଡିଆର ଏକ ସହାୟକ କମ୍ପାନୀ ଆଲାଇନ୍ସ ଏୟାର…
Read More...

ଆଜିଠୁ ଚେନ୍ନାଇରେ ଆରମ୍ଭ ହେଉଛି ଚେସ୍ ଅଲିମ୍ପିଆଡ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଆଜିଠାରୁ ଆରମ୍ଭ ହେବ ୪୪ ତମ ଚେସ୍ ଅଲିମ୍ପିଆଡ୍। ଏହାକୁ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଥମ ଥର ପାଇଁ ଭାରତରେ ଚେସ୍ ଅଲିମ୍ପିଆଡ୍ ଆୟୋଜିତ ହେଉଛି। ଚେନ୍ନାଇର ଜେଏଲ୍ଏନ୍…
Read More...