ଆଗକୁ ଆଉ ଦୁଇ ଦିନ ଶୀତ ଅଧିକ ରହିବ: ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ କମିବ
ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ରାଜ୍ୟରେ ଶୀତର ପ୍ରକୋପ ପୁଣି ଅନୁଭୂତ ହୋଇଛି । ରାତି ତାପମାତ୍ରା କମିବା ସହ ଶୀତ ବଢ଼ିଛି । ଆଗକୁ ଆଉ ଦୁଇ ଦିନ ଶୀତ ଅଧିକ ରହିବ । ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ କମିଯିବ ବୋଲି ପାଣିପାଗ ବିଭାଗ…
Read More...
Read More...