ସଭାପତି ସୁର ରାଉତରାୟଙ୍କୁ ସୋ କଜ୍‌

0

ଓଡ଼ିଆ ନ୍ୟୁଜ୍: ଇନ୍ଦିରା ଗାନ୍ଧି ସ୍ମାରକୀ ଆୟୁର୍ବେଦିକ ମେଡିକାଲ୍‌ କଲେଜକୁ ସୋ କଜ୍‌। କଲେଜର ସଭାପତି ସୁରେଶ କୁମାର ରାଉରତରାୟଙ୍କୁ ସୋ କଜ୍‌। କାରଣ ଦର୍ଶାଅ ନୋଟିସ୍‌ ଜାରି କଲା ସାଧାରଣ ପ୍ରଶାସନ ବିଭାଗ। ଭୁବନେଶ୍ବର ପୋଖରୀପୁଟ ମୌଜାରେ ଥିବା କଲେଜ ପାଇଁ ନୋଟିସ୍‌।ଲିଜ ନିୟମର ଉଲ୍ଲଙ୍ଘନ କରି ବାଣିଜ୍ୟିକ କାର୍ଯ୍ୟରେ ଲାଗିଥିବା ଅଭିଯୋଗ। ୧୫ ଦିନ ଭିତରେ କାରଣ ଦର୍ଶାଅ ନୋଟିସ୍‌ର ଉତ୍ତର ଦେବାକୁ ନିର୍ଦ୍ଦେଶ।୧୫ ଦିନ ଭିତରେ ଉତ୍ତର ନ ମିଳିଲେ କାର୍ଯ୍ୟାନୁଷ୍ଠାନ- ସାଧାରଣ ପ୍ରଶାସନ।

Leave A Reply

Your email address will not be published.