#Odianews ତରଭୁଜ ଖାଇ ଜୀବନ ଗଲା! Odia News May 16, 2026 0 ଓଡ଼ିଆ ନ୍ୟୁଜ୍: ତରଭୁଜ ଖାଇ ପରିବାରର ଜଣେ ମୃତ ସୂଚନା, ୫ ଅସୁସ୍ଥ। କଟକରେ ଚିକିତ୍ସାଧୀନ ଅବସ୍ଥାରେ ୧୩ ବର୍ଷୀୟ ନାବାଳକ ମୃତ। ପଟ୍ଟାମୁଣ୍ଡାଇ କୁପୁଣି ଗାଁର ଗୋଟିଏ ପରିବାର ଖାଇଥିଲେ ତରଭୁଜ।ଏହି ଅଭାବନୀୟ ଘଟଣା ଘଟିଛି… Read More...