ଆଠଗଡ଼ ବନଖଣ୍ଡରେ ୩୦ ବର୍ଷର ଅସୁସ୍ଥ ଦନ୍ତାହାତୀର ଚିକିତ୍ସା କଲା ବନବିଭାଗ
ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଅସୁସ୍ଥ ହାତୀର ଚିକିତ୍ସା କଲା ବନବିଭାଗ । କଟକ ଜିଲ୍ଲା ଆଠଗଡ଼ ବନଖଣ୍ଡ ଅନ୍ତର୍ଗତ ଆଠଗଡ଼ ବନାଞ୍ଚଳ ର ସୁକାସନ ସଂରକ୍ଷିତ ଜଙ୍ଗଲରେ ଏକ ୩୦ ବର୍ଷର ଅସୁସ୍ଥ ଦନ୍ତାହାତୀ ର ଚିକିତ୍ସା କଲା ଆଠଗଡ଼…
Read More...
Read More...