ମୁଣ୍ଡଳିରେ ପହଞ୍ଚିଲା ହୀରାକୁଦ ବନ୍ୟା ଜଳ
ଓଡ଼ିଆ ନ୍ୟୁଜ୍: ମହାନଦୀ ଦେଇ ମୁଣ୍ଡଳିରେ ପହଞ୍ଚିଲା ହୀରାକୁଦ ବନ୍ୟା ଜଳ । ସକାଳ ୭ଟା ସୁଦ୍ଧା ୫ ଲକ୍ଷ ୩୦ ହଜାର ୬୨୯ କ୍ୟୁସେକ୍ ଜଳ ପ୍ରବାହିତ । ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦର ୨୦ଟି ଗେଟ୍ ଖୋଲା । ଆଜି…
Read More...
Read More...