୧୭ ମାଉଜର ସହ ୬୬ଟି ଅଫୁଟା ଗୁଳି ଜବତ
ଓଡ଼ିଆ ନ୍ୟୁଜ୍: ସ୍ପେଶାଲ ଡ୍ରାଇଭ୍ ମାଧ୍ୟମରେ ଗଞ୍ଜାମ ପୋଲିସକୁ ଏକ ବଡ଼ ଧରଣର ସଫଳତା ମିଳିଛି। ପୋଲିସ ଟିମ୍ ଜିଲାର ଆସିକା, ଶେରଗଡ଼, ଭଞ୍ଜନଗର, ପୋଲସରା ଥାନା ଅଞ୍ଚଳରେ ଚଢାଉ କରି ୧୮ଜଣ ଅପରାଧୀଙ୍କୁ ଗିରଫ କରିଛି।…
Read More...
Read More...