Browsing Tag

india

ଆରବ ସାଗରରେ ବୁଡିଲା ଭାରତୀୟ ଜାହାଜ। ଉଦ୍ଧାର କଲା ପକିସ୍ତାନ ନୌସେନା

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଆରବ ସାଗରରେ ବୁଡିଲା ଭାରତୀୟ ଜାହାଜ। ଉଦ୍ଧାର କଲା ପକିସ୍ତାନ ସେନା। ଜାହାଜ ଓଲଟିବା କାରଣରୁ ଭାରତୀୟ କ୍ରୁ ମେମ୍ବରଙ୍କୁ ବୁଡିବାରୁ ରକ୍ଷା କରିଛି ପାକିସ୍ତାନୀ ନୌସେନା। ପାକିସ୍ତାନୀ ନୌସେନା…
Read More...

ଲଦାଖ ଠାରୁ ଦୂରେଇ ରୁହ: ଚାଇନାକୁ ଭାରତର ଚେତାବନୀ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ସାଂଘାତିକ ହେଉଛି ଆମେରିକା ଚାଇନା କଳି । ମୁହାଁମୁହିଁ ଦୁଇ ଶକ୍ତିଶାଳୀ ଦେଶ । ଆମେରିକା ସିନେଟର ବାଚସ୍ପତି ନାନ୍ସି ପେଲୋସି ତାଇୱାନ ଗସ୍ତ କରି ଫେରିଯିବା ପରେ ଚୀନ ରକ୍ତଚାଉଳ ଚୋବାଇ ହେଉଛି।…
Read More...

କମନୱେଲଥ ଗେମ୍ସ ୨୦୨୨: ଅଷ୍ଟମ ଦିନରେ ଭାରତକୁ ମେଡାଲ ବର୍ଷା

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): କମନୱେଲଥ ଗେମ୍ସ ୨୦୨୨ ର ଅଷ୍ଟମ ଦିନରେ ଭାରତୀୟ ଖେଳାଳିମାନେ ନିଜର ଜଲୱା ଦେଖାଇଥିଲେ । ବାସ୍ତବରେ ଶୁକ୍ରବାର ଦିନ ଭାରତର ଖେଳାଳିମାନେ ୬ ଟି ପଦକ ଜିତିଛନ୍ତି। କମନୱେଲଥ ଗେମ୍ସ ୨୦୨୨ ର ଅଷ୍ଟମ…
Read More...

ସ୍ୱାଧୀନତା ଦିବସରେ ୩ ପ୍ରକାରର ଆକ୍ରମଣର ଷଡ଼ଯନ୍ତ୍ର: ହାଇଆଲର୍ଟରେ ସୁରକ୍ଷା ଏଜେନ୍ସି

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ସ୍ୱାଧୀନତା ଦିବସ ଅବସରରେ ଆତଙ୍କବାଦୀ ଆକ୍ରମଣର ଏକ ଗୁପ୍ତଚର ସତର୍କ ସୂଚନା ରହିଛି। ବିଶେଷ କଥା ହେଉଛି ଏଥର ତିନି ପ୍ରକାରର ଗୁପ୍ତଚର ଆଲର୍ଟ ଅଛି, ଯାହା ଆଧାରରେ ସୁରକ୍ଷା ଏଜେନ୍ସିମାନେ ସଜାଗ…
Read More...

ଚାଲିଛି ଭାରତ-ଚୀନ କମାଣ୍ଡରସ୍ତରୀୟ ଆଲୋଚନା

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଲଦାଖ ସୀମାରେ ଉତ୍ତେଜନା ପ୍ରସଙ୍ଗରେ ଆଜି ଭାରତ ଏବଂ ଚୀନ୍ ମଧ୍ୟରେ ୧୬ ତମ ରାଉଣ୍ଡ କମାଣ୍ଡର ସ୍ତରୀୟ ବୈଠକ ଆରମ୍ଭ ହୋଇଛି। ଆଶା କରାଯାଉଛି ଯେ ଡେପସାଙ୍ଗ ଏବଂ ଡେମୋକୋକରେ ସମସ୍ୟାର ସମାଧାନ ବ୍ୟତୀତ…
Read More...

ଆସନ୍ତାକାଲି ରାଷ୍ଟ୍ରପତି ନିର୍ବାଚନ: ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଦେଶର ସର୍ବୋଚ୍ଚ ପଦବୀ ପାଇଁ ଆସନ୍ତାକାଲି ହେବାକୁ ଯାଉଛି ନିର୍ବାଚନ । ଅର୍ଥାତ୍ ଆସନ୍ତାକାଲି ରାଷ୍ଟ୍ରପତି ନିର୍ବାଚନ । ଭାରତର ୧୬ତମ ରାଷ୍ଟ୍ରପତି ବାଛିବ ସାରା ଦେଶ । ଏଥିପାଇଁ ଶେଷ ପର୍ୟ୍ୟାୟରେ…
Read More...

ସାରା ଦେଶରେ ବନ୍ୟା ବିତ୍ପାତ: ମହାରାଷ୍ଟ୍ର, ଗୁଜୁରାଟ, ତେଲେଙ୍ଗାନାରେ ସ୍ଥିତି ଭୟଙ୍କର

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ସାରା ଦେଶରେ ବନ୍ୟା ବିତ୍ପାତ । ସବୁଠି ଖଶଲି ପାଣି ଆଉ ପାଣି । ଦେଶର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଦେଶର ୨୫ଟି ରାଜ୍ୟରେ ଏବେ ପ୍ରବଳ…
Read More...

୨୦୪୭ ସୁଦ୍ଧା ଭାରତକୁ ମୁସଲିମ୍ ରାଷ୍ଟ୍ରରେ ପରିଣତ କରିବା ଥିଲା ଲକ୍ଷ: ପାଟନାରୁ ଗିରଫ ହୋଇଥିବା ୨ ଆତଙ୍କବାଦୀଙ୍କ…

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଜାତୀୟ ବିରୋଧୀ କାର୍ୟ୍ୟକଳାପରେ ସମ୍ପୃକ୍ତ ଦୁଇ ଆତଙ୍କବାଦୀଙ୍କୁ ବିହାରର ରାଜଧାନୀ ପାଟନାରେ ଗିରଫ କରାଯାଇଛି। ଗିରଫ ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଝାଡଖଣ୍ଡ ପୋଲିସର ଅବସରପ୍ରାପ୍ତ ପୋଲିସ…
Read More...

ବୋରିସ ଜନସନଙ୍କ ଇସ୍ତଫା ପରେ କ’ଣ ହେବ ଭାରତ-ବ୍ରିଟେନ୍ ସମ୍ପର୍କ ?

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ବ୍ରିଟେନରେ ଏକ ସପ୍ତାହ ଧରି ଚାଲିଥିବା ରାଜନୈତିକ ଅସ୍ଥିରତା ଜନସନଙ୍କ ଇସ୍ତଫା ଘୋଷଣା ସହିତ ଶେଷ ହୋଇଛି। ଏହା ବ୍ରିଟେନରେ ଜଣେ ନୂତନ ପ୍ରଧାନମନ୍ତ୍ରୀଙ୍କ ପାଇଁ କିଛି ମାସ ମଧ୍ୟରେ ବାଟ ଖୋଲିଛି।…
Read More...

ଖସୁନି କରୋନା ଗ୍ରାଫ୍: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୮,୨୭୫ ପଜିଟିଭ୍

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଦେଶରେ ଉପରମୁହାଁ କରୋନା ଗ୍ରାଫ୍ । ପ୍ରତ୍ୟେକ ଦିନ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ଆଉ ୧୮ହଜାର ୨୫୭ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆଜିର ଆକ୍ରାନ୍ତଙ୍କୁ…
Read More...