Browsing Tag

kerala

ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କଲେ ଇସିଆଇ

ଓଡ଼ିଆ ନ୍ୟୁଜ୍: ୪ ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ବିଧାନସଭା ନିର୍ବାଚନ ତାରିଖ ଘୋଷଣା । ରବିବାର ନିର୍ବାଚନ ଆୟୋଗ ପଶ୍ଚିମବଙ୍ଗ, କେରଳ, ତାମିଲନାଡୁ, ଆସାମ ଏବଂ ପୁଡୁଚେରୀରେ ବିଧାନସଭା ନିର୍ବାଚନ ତାରିଖ…
Read More...

ବଦଳିଲା କେରଳର ନାଁ

ଓଡ଼ିଆ ନ୍ୟୁଜ୍: କେରଳ ନାଁ ବଦଳି ହେଲା ‘କେରଳମ୍‌’।ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ୍‌ର ମୋହର।ଏନେଇ କେରଳ ବିଧାନସଭାରେ ପ୍ରସ୍ତାବ ପାରିତ ହୋଇଥିଲା।୨୦୨୪ ଜୁନ୍‌ ୨୪ରେ ପାରିତ ପ୍ରସ୍ତାବ କେନ୍ଦ୍ରକୁ…
Read More...

ହେଲିପ୍ୟାଡ୍‌ରେ ଫସିଲା ରାଷ୍ଟ୍ରପତିଙ୍କ ହେଲିକପ୍ଟର

ଓଡ଼ିଆ ନ୍ୟୁଜ୍: କେରଳରେ ରାଷ୍ଟ୍ରପତିଙ୍କ ଚପର୍ ଲ୍ୟାଣ୍ଡିଂ ବେଳେ ଅଘଟଣ।ପ୍ରମାଦମରେ ନବ ନିର୍ମିତ କଂକ୍ରିଟ୍ ହେଲିପ୍ୟାଡ୍ ଧସିଲା।ଲ୍ୟାଣ୍ଡିଂ ବେଳେ ହେଲିପ୍ୟାଡ୍‌ରେ ଫସିଲା ଚପର୍‌ ଚକ।କଂକ୍ରିଟ୍ ଭିତରୁ ଚପର୍‌କୁ ବାହାର କଲେ…
Read More...

କେରଳର ୫ ଜିଲାରେ ପ୍ରବଳରୁ ଅତ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା

ଓଡ଼ିଆ ନ୍ୟୁଜ୍: କେରଳରେ ସକ୍ରିୟ ରହିଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଏହାର ପ୍ରଭାବରେ ରବିବାର କେରଳର ବିଭିନ୍ନ ସ୍ଥାନରେ ନିରନ୍ତର ଏବଂ ପ୍ରବଳ ବର୍ଷା ଜାରି ରହିଛି। ପ୍ରବଳ ବର୍ଷା, ପବନ ଯୋଗୁ ବିଭିନ୍ନ ସ୍ଥାନରେ ଗଛଗୁଡିକ…
Read More...

କେରଳ ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ

ଓଡ଼ିଆ ନ୍ୟୁଜ୍: କେରଳ ଛୁଇଁଲା ମୌସୁମୀ । କେରଳ ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଆକଳନର ୮ ଦିନ ପୂର୍ବରୁ କେରଳ ଛୁଇଁଛି । ଜୁନ୍‌ ୧ରେ ଛୁଇଁବା ନେଇ ହୋଇଥିଲା ଆକଳନ । ୧୬ ବର୍ଷ ପରେ ସଅଳ ଛୁଇଁଲା ମୌସୁମୀ । ୨୦୦୯ରେ…
Read More...

୪-୫ଦିନରେ ମଧ୍ୟରେ କେରଳ ଛୁଇଁବ ମୌସୁମୀ

ଓଡ଼ିଆ ନ୍ୟୁଜ୍: ଭାରତର କୃଷି ଓ ଅର୍ଥ ବ୍ୟବସ୍ଥା ନିମନ୍ତେ ଗୁରୁତ୍ୱପୂର୍ଣ୍ଣ ଦକ୍ଷିଣ-ପଶ୍ଚିମ ମୌସୁମୀ ଏଥର ସମୟ ପୂର୍ବରୁ କେରଳ ଉପକୂଳକୁ ପହଞ୍ଚିପାରେ। ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ (ଆଇଏମଡି)ଆଜି ଏହି ପୂର୍ବାନୁମାନ…
Read More...

କେରଳ ହୋଇଯିବ କେରଳମ୍: କେନ୍ଦ୍ର ସରକାରଙ୍କ ଗ୍ରୀନ୍ ସିଗନାଲକୁ ଅପେକ୍ଷା

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ରାଜ୍ୟର ନାମ ପରିବର୍ତ୍ତନ ପାଇଁ ସଂକଳ୍ପ କେରଳ ବିଧାନସଭାରେ ପାରିତ ହୋଇଛି। ଆନୁଷ୍ଠାନିକ ଭାବେ 'କେରଳ' ନାମକୁ 'କେରଲାମ' ରେ ପରିବର୍ତ୍ତନ କରିବାକୁ ଏକ ପ୍ରସ୍ତାବ ପାରିତ ହୋଇଛି। ଯଦି କେନ୍ଦ୍ର…
Read More...

ହଜ୍ କରିବା ପାଇଁ ଖାଲିପାଦରେ ବାହାରିଳେ ଭାରତୀୟ ବ୍ୟକ୍ତି: ୩୭୦ ଦିନ ଯାତ୍ରା ପରେ ପହଞ୍ଚିଲେ ମକ୍କାରେ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଯଦି ଉଦ୍ଦେଶ୍ୟ ଦୃଢ, ତେବେ ଗନ୍ତବ୍ୟ ସ୍ଥଳକୁ ଯାତ୍ରା ସ୍ଥିର ହୋଇଛି । କେରଳର ଜଣେ ବ୍ୟକ୍ତି ମଧ୍ୟ ଏହା କରିଛନ୍ତି। ବାସ୍ତବରେ, କେରଳର ବାସିନ୍ଦା ଶିହାବ ଚୋଟୋର ଗତ ବର୍ଷ ଜୁନ୍ ୨ରେ କେରଳରୁ ହଜ୍…
Read More...

ସପ୍ତାହେ ବିଳମ୍ବରରେ କେରଳ ଛୁଇଁଲା ମୌସୁମୀ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ବହୁ ପ୍ରତୀକ୍ଷାର ଅନ୍ତ ଘଟିଲା । ଆଜି କେରଳ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ପ୍ରାୟ ଏକ ସପ୍ତାହ ବିଳମ୍ବରେ କେରଳ ଛୁଇଁଛି ମୌସୁମୀ ବାୟୁ । ମୌସୁମୀ ବାୟୁ କେରଳ ଛୁଇଁବା ନେଇ ଆଇଏମଡି…
Read More...

କେରଳ କୋଚିରେ ପଦଯାତ୍ରା କଲେ ନରେନ୍ଦ୍ର ମୋଦୀ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇ ଦିନିଆ ଗସ୍ତରେ ସୋମବାର (ଏପ୍ରିଲ ୨୪) କେରଳରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀ କୋଚିର ଓଘଝ ଏବକ୍ସଙ୍କୟବ ଘବଙ୍ଖବକ୍ଷ ଇସକ୍ସ ଝଗ୍ଧବଗ୍ଧସକ୍ଟଦ୍ଭ ରେ ଅବତରଣ…
Read More...