ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍ ଦେଲେ ମହମ୍ମଦ ମୋକିମ, କହିଲେ ମାଟିର ଝିଅକୁ ଭୋଟ୍ ଦେଲି
ଓଡିଆ ନ୍ୟୁଜ୍(ବ୍ୟୁରୋ): ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍ ଦେଲେ ମହମ୍ମଦ ମୋକିମ। NDA ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍ ଦେଇଛନ୍ତି ବାରବାଟୀ-କଟକ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ। ନିଜ ବିବେକ ଅନୁସାରେ ଭୋଟ୍ ଦେଇଛି…
Read More...
Read More...