Browsing Tag

#newsupdate

ସମଗ୍ର ରାଜ୍ୟକୁ ‘ ଅଶାନ୍ତ ଅଞ୍ଚଳ’ ଘୋଷଣା କଲେ ମଣିପୁର ସରକାର

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ସମଗ୍ର ରାଜ୍ୟକୁ ‘ ଅଶାନ୍ତ ଅଞ୍ଚଳ’ ଘୋଷଣା କଲେ ମଣିପୁର ସରକାର। ରାଜ୍ୟରେ ଜାରି ରହିଥିବା ଆଇନ ଶୃଙ୍ଖଳା ସ୍ଥିତି ପାଇଁ ମଣିପୁର ସରକାର ସମଗ୍ର ରାଜ୍ୟକୁ ‘ ଅଶାନ୍ତ ଅଞ୍ଚଳ’ ଘୋଷଣା କରିଛନ୍ତି।…
Read More...

ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ବିଧାନସଭା ମୌସୁମୀ ଅଧିବେଶନର ଆଜି ପଞ୍ଚମ ଦିନ। ଆଜି ଗୃହକାର୍ଯ୍ୟ ଆରମ୍ଭ ନହେଉଣୁ ବିରୋଧି ବାରମ୍ବାର ହଟ୍ଟଗୋଳ କରିବାରୁ ଅପରାହ୍ନ ୪ଟା ଯାଏଁ ଗୃହକୁ ମୁଲତବୀ କରାଯାଇଛି। ବାଚସ୍ପତି ପ୍ରମିଳା ମଲ୍ଲିକ…
Read More...

ପରଲୋକରେ ପ୍ରସିଦ୍ଧ କୃଷି ବିଜ୍ଞାନୀ ଏମଏସ୍ ସ୍ୱାମୀନାଥନ

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ପରଲୋକରେ ପ୍ରସିଦ୍ଧ କୃଷି ବିଜ୍ଞାନୀ ଏମଏସ୍ ସ୍ୱାମୀନାଥନ । ଚେନ୍ନାଇ ଠାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୯୮ ବର୍ଷ ବୟସ ହୋଇଥିଲା । ଦେଶରେ ସବୁଜ କ୍ରାନ୍ତିର ଜନକ…
Read More...

୭ ଦିନ ତଳର ନିଖୋଜ ଟ୍ରଲର କର୍ମଚାରୀଙ୍କ ଆଜି ମିଳିଲା ମୃତଦେହ

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ୭ ଦିନ ତଳର ନିଖୋଜ ଟ୍ରଲର କର୍ମଚାରୀଙ୍କ ଆଜି ମିଳିଲା ମୃତଦେହ। ଆଜି ସକାଳେ ପାରାଦୀପ ନେହରୁବଙ୍ଗଳା ଫିସିଙ୍ଗ ହାର୍ବରରୁ ମିଳିଲା ମୃତଦେହ। ମୃତ ଟ୍ରଲର କର୍ମଚାରୀ ଜଣଙ୍କ ହେଲେ ହେମନ୍ତ ମଲ୍ଲିକ।…
Read More...

ଲକ୍ଷ୍ମୀ ବସ୍ ଯୋଜନାକୁ ବିରୋଧ କରି ଆସନ୍ତା ୧୦ରୁ ଘରୋଇ ବସର ସଂଘର ଧର୍ମଘଟ

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଲକ୍ଷ୍ମୀ ବସ୍ ଯୋଜନାକୁ ବିରୋଧ କରି ଆସନ୍ତା ୧୦ରୁ ଘରୋଇ ବସର ସଂଘର ଧର୍ମଘଟ । ଏହି ଯୋଜନାକୁ ବିରୋଧ କରି ସାରା ରାଜ୍ୟରେ ହେବ ବସ୍ ଧର୍ମଘଟ । ଏ ନେଇ ଅଲ୍ ଓଡିଶା ବସ୍ ମାଲିକ ସଂଘ ସାଧାରଣ ପରିଷଦରେ…
Read More...

ନନ୍ଦନକାନନ ପ୍ରାଣୀଉଦ୍ୟାନରେ ୮ ବର୍ଷର ମାଈ ଭାଲୁର ମୃତ୍ୟୁ

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ନନ୍ଦନକାନନ ପ୍ରାଣୀଉଦ୍ୟାନରେ ୮ ବର୍ଷର ମାଈ ଭାଲୁର ମୃତ୍ୟୁ । ବୁଧବାର ଭାଲୁ ତାରିଣୀ ପ୍ରାଣୀ  ଚିକିତ୍ସାଳୟରେ ଅଚେତ ହୋଇପଡ଼ିଥିବା ଜନ୍ତୁ  ରକ୍ଷକ ଦେଖି ଚିକିତ୍ସକଙ୍କୁ ଖବର ଦେଇଥିଲେ । ପ୍ରାଣୀ…
Read More...

ପୋଡିୟମ ତଳେ ଧାରଣାରେ ବସିଲେ ଗୋପାଳପୁର ବିଧାୟକ

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ବିଧାନସଭା ମୌସୁମୀ ଅଧିବେଶନର ପଞ୍ଚମ ଦିନରେ ଗୃହରେ ଧାରଣାରେ ବସିଲେ ଗୋପାଳପୁର ବିଧାୟକ । ପ୍ରଶ୍ନକାଳରେ ପ୍ରଶ୍ନ କରିବାର ସୁଯୋଗ ଦିଆନଯିବା ପ୍ରତିବାଦରେ ପୋଡିୟମ ତଳେ ଧାରଣାରେ ବସିଲେ ଗୋପାଳପୁର…
Read More...

ନିଖୋଜ ବଡ଼ମ୍ବା କାନାରା ବ୍ୟାଙ୍କ ମ୍ୟାନେଜର ଗଞ୍ଜାମରୁ ଠାବ

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ନିଖୋଜ ବଡ଼ମ୍ବା କାନାରା ବ୍ୟାଙ୍କ ମ୍ୟାନେଜର ଗଞ୍ଜାମରୁ ଠାବ କତାଯାଇଛି। ଗଞ୍ଜାମ ଜିଲ୍ଲା ଗିରିଶୋଲା ନିକଟରେ ତାଙ୍କୁ ଠାବ କରିଛି ପୁଲିସ୍। ଆନ୍ଧ୍ରପ୍ରଦେଶରୁ ଗିରିଶୋଲା ଆଡ଼କୁ ବାଇକରେ ଯାଉଥିବା ବେଳେ…
Read More...

ବସ୍-ବାଇକ୍‌ ମୁହାଁମୁହିଁ ଧକ୍କା; ବାଇକ୍‌ ଆରୋହୀ ମୃତ

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ବାଲେଶ୍ୱର ଜିଲ୍ଲା ଜଳେଶ୍ୱର-ଚନ୍ଦନେଶ୍ୱର ରାସ୍ତା ମହାଦେବ ଛକ ନିକଟରେ ବସ୍-ବାଇକ୍‌ ମୁହାଁମୁହିଁ ଧକ୍କା। ଫଳରେ ବାଇକ୍‌ ଆରୋହୀଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି। ମୃତାହାତଙ୍କ…
Read More...

ପୂର୍ବ ଶତ୍ରୁତାରୁ ହତ୍ୟା ଅଭିଯୁକ୍ତଙ୍କୁ ଗୁଳିକରି ହତ୍ୟା

ଓଡ଼ିଆ ନ୍ୟୁଜ(ବ୍ୟୁରୋ): କାମାକ୍ଷାନଗରରେ ପୂର୍ବ ଶତ୍ରୁତାରୁ ହତ୍ୟା ଅଭିଯୁକ୍ତଙ୍କୁ ଗୁଳିକରି ହତ୍ୟା। ଘଟଣାସ୍ଥଳରୁ ମୃତ ନିରଞ୍ଜନ ସାହୁ ରକ୍ତ ଜୁଡୁବୁଡୁ ମୃତ ଦେହ ସହ ଗୁଳି ଜବତ । ବିଳମ୍ବିତ ରାତିରେ ବିଭତ୍ସ ଭାବେ ହତ୍ୟା…
Read More...