ଆଗକୁ ସାଧାରଣ ନିର୍ବାଚନ: ଏବେଠୁ ତେଜିଲାଣି ବିଜେପିର IT ରେଡ୍ ବନାମ ବିଜେଡିର ଷ୍ଟେଟ୍ GST ରେଡ୍ ରାଜନୀତି
ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଆଗକୁ ଆସୁଛି ସାଧାରଣ ନିର୍ବାଚନ । ତେବେ ଏହା ପୂର୍ବରୁ ରାଜ୍ୟରେ ଆରମ୍ଭ ହୋଇଗଲାଣି ରେଡ୍ ରାଜନୀତି। ବିଭିନ୍ନ ସ୍ଥାନରେ ଚାଲିଛି IT ରେଡ୍ ଓ ଷ୍ଟେଟ୍ GST ଚଢ଼ଉ। ୩ ଦିନ ହେଲା ରାଜ୍ୟର ବିଭିନ୍ନ…
Read More...
Read More...