Browsing Tag

#newsupdate

ମଣିପୁର ଅସ୍ତ୍ର ଜବତ ମାମଲାରେ ସୁପ୍ରିମକୋର୍ଟରେ ସରକାର ଦାଖଲ କଲେ ରିପୋର୍ଟ

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ମଣିପୁର ଅସ୍ତ୍ର ଜବତ ମାମଲାରେ ସୁପ୍ରିମକୋର୍ଟରେ ସରକାର ଦାଖଲ କଲେ ରିପୋର୍ଟ । ମଣିପୁରରେ ଗତ ମେ’ ମାସରୁ କୁକି ଏବଂ ମୈତେୟୀଙ୍କ ମଧ୍ୟରେ ହୋଇଥିବା ହିଂସା ପରଠାରୁ ପୁଲିସ ଶିବିର ଏବଂ ରାଜ୍ୟ…
Read More...

ଖଲିସ୍ତାନୀ ଆତଙ୍କବାଦୀ ଗୁରପତବନ୍ତ ସିଂହ ପନ୍ନୁର ସମ୍ପତ୍ତି ଜବତ କଲା ଏନଆଇଏ

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଖଲିସ୍ତାନୀ ଆତଙ୍କବାଦୀ ଗୁରପତବନ୍ତ ସିଂହ ପନ୍ନୁ ଉପରେ ଏନଆଇଏର ବଡ଼ ଆକ୍ସନ। ଏନଆଇଏ ପନ୍ନୁର ସମ୍ପତ୍ତି ଜବତ କରିଛି। ଭାରତରେ ମୋଷ୍ଟ ଓ୍ବାଣ୍ଟେଡ ରହିଛି ସିଖ୍‌ ଫର୍‌ ଜଷ୍ଟିସ୍‌ର ମୁଖ୍ୟ ପନ୍ନୁ। ବଡ଼…
Read More...

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି, କାରକେଡ୍‌ ଭିତରକୁ ଧସେଇ ପଶିଆସିଲେ ଯୁବକ

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ରଙ୍କ ସୁରକ୍ଷାରେ ବଡ଼ ତ୍ରୁଟି। ଉତ୍ତର ପ୍ରଦେଶର ବାରଣାସୀରେ ମୋଦୀଙ୍କ କାରକେଡ୍‌ ଭିତରକୁ ଜଣେ ଯୁବକ ପଶିଆସିବା ଘଟଣା ସାମ୍ନାକୁ ଆସିଛି । ପିଏମ ମୋଦୀ ରୁଦ୍ରାକ୍ଷ…
Read More...

ନୂଆ ସଂସଦ ଭବନ ଉଦ୍‌ଘାଟନକୁ ଅଭିନେତାଙ୍କୁ ନିମନ୍ତ୍ରଣ କରାଗଲା, କିନ୍ତୁ ରାଷ୍ଟ୍ରପତିଙ୍କୁ ନୁହେଁ: ଖଡ଼୍‌ଗେ

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଶନିବାର ବିଜେପିକୁ କଡ଼ା ସମାଲୋଚନା କରିଛନ୍ତି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ । ରାଜସ୍ଥାନରେ ଏକ ରୢାଲିରେ ଉଦ୍‌ବୋଧନ ଦେଇ ଖଡ଼ଗେ କହିଛନ୍ତି, ଦେଶର ନୂଆ ସଂସଦ ଭବନ ଉଦ୍‌ଘାଟନ…
Read More...

ମୋଦିଙ୍କୁ ଖୁବ୍‌ ପ୍ରଶଂସା କଲେ ବସୁନ୍ଧରା ରାଜେ

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଶନିବାର ମୋଦିଙ୍କୁ ଖୁବ୍‌ ପ୍ରଶଂସା କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତ୍ରୀ ବସୁନ୍ଧରା ରାଜେ। ସେ କହିଛନ୍ତି କି, ରାଜସ୍ଥାନରେ ମହିଳାମାନେ ମହିଳା ବିରୋଧୀ କଂଗ୍ରେସ ସରକାରକୁ…
Read More...

କେନ୍ଦ୍ରରେ କ୍ଷମତାକୁ ଆସିଲେ ତୁରନ୍ତ କାର୍ଯ୍ୟକାରୀ କରାଇବୁ ମହିଳା ବିଲ: ରାହୁଲ ଗାନ୍ଧୀ

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ସଂସଦର ଉଭୟ ଗୃହରେ ମହିଳା ସଂରକ୍ଷଣ ବିଲ ପାସ ହେଲା ସତ କିନ୍ତୁ କାର୍ଯ୍ୟକାରୀ କରାଯାଇ ପାରିବ ନାହିଁ । କାରଣ ବିଜେପି ସରକାର ଏହାକୁ କାର୍ଯ୍ୟକାରୀ କରାଇବେ ନାହିଁ ।  ଯଦି କେନ୍ଦ୍ରରେ ଆମ ସରକାର…
Read More...

କଂଗ୍ରେସ ଏମ୍‌ପି ଗୌରବ ଗୋଗଇଙ୍କ ବିରୋଧରେ ମାନହାନି ମକଦ୍ଦମା

ଓଡ଼ିଆ ନ୍ୟୁଜ(ବ୍ୟୁରୋ): କଂଗ୍ରେସ ଏମ୍‌ପି ଗୌରବ ଗୋଗଇଙ୍କ ବିରୋଧରେ ମାନହାନି ମକଦ୍ଦମା। ଗୌରବଙ୍କ ବିରୋଧରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ସ୍ତ୍ରୀ ରିଙ୍କି ଭୁୟାଁ ଶର୍ମା ୧୦ କୋଟି ଟଙ୍କାର ମାନହାନି ମାମଲା…
Read More...

‘ଏକ ଦେଶ ଏକ ନିର୍ବାଚନ’ ବୈଠକ: ସବୁ ରାଜନୈତିକ ଦଳଙ୍କ ମତାମତ ଗ୍ରହଣ କରିବାକୁ କମିଟିର ନିଷ୍ପତ୍ତି

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଶନିବାର ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଏକ ଦେଶ ଏକ ନିର୍ବାଚନ ନେଇ ହୋଇଥିଲା ପ୍ରଥମ ବୈଠକ। ଏହି ପ୍ରସଙ୍ଗରେ ସମସ୍ତ ରାଜନୈତିକ ଦଳଙ୍କ ମତାମତ ନେବାକୁ ନିଷ୍ପତ୍ତି ଗ୍ରହଣ…
Read More...

ପାକିସ୍ତାନରେ ବଢିଲା ଦାରିଦ୍ର୍ୟ ହାର, ଚେତାବନୀ ଦେଲା ବିଶ୍ବ ବ୍ୟାଙ୍କ

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ପାକିସ୍ତାନର ମୁଦ୍ରାସ୍ଫୀତି ଏବଂ ଦାରିଦ୍ର୍ୟତା ହାର ନୈରାଶ୍ୟଜନକ ସ୍ଥିତି ପାଇଁ ଏବେ ସାଧାରଣ ଲୋକ ବହୁତ କଷ୍ଟରେ ଜୀବନ ବିତାଉଛନ୍ତି । କରଜରେ ବୁଡି ରହିଥିବା ସରକାର ପାଖରେ ଅନ୍ୟ ଦେଶ ଆଗରେ ହାତ…
Read More...

ଦିଲ୍ଲୀ ବିଶ୍ବବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ: ଏବିଭିପିର ବଡ଼ ବିଜୟ

ଓଡ଼ିଆ ନ୍ୟୁଜ(ବ୍ୟୁରୋ):  ଶନିବାର ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନ ପାଇଁ ପ଼ଡ଼ିଥିଲା ଭୋଟ୍। ଏଥିରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ୪ଟି ପଦବୀ ମଧ୍ୟରୁ ୩ଟିରେ ବିଜୟୀ ହୋଇଛି। ଛାତ୍ର…
Read More...