Browsing Tag

#newsupdate

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ନାଁରେ ମାମଲା ରୁଜୁ

ଓଡ଼ିଆ ନ୍ୟୁଜ୍: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀଙ୍କ ନାଁରେ ମାମଲା ରୁଜୁ। ଗୋବିନ୍ଦପୁରୀରେ ଘଟିଥିବା ହଙ୍ଗାମାକୁ ନେଇ ଦିଲ୍ଲୀ ପୋଲିସ ମୁଖ୍ୟମନ୍ତ୍ରୀ ଆତିଶୀଙ୍କ ବିରୋଧରେ ମାମଲା ରୁଜୁ କରିଛି। ଗୋବିନ୍ଦପୁରୀ ପୋଲିସ ବିଏନଏସର…
Read More...

ପୋଲିସ ବେକରୁ ସୁନା ଚେନ୍‌ ଝାମ୍ପିନେଲା ଚୋର

ଓଡ଼ିଆ ନ୍ୟୁଜ୍: ପୋଲିସ ବେକରୁ ସୁନା ଚେନ୍‌ ଝାମ୍ପିନେଲା ଚୋର। ମଙ୍ଗଳବାର ସନ୍ଧ୍ୟାରେ ଭଦ୍ରକରେ ଜଣେ ମହିଳା ପୋଲିସ ଇନ୍ସପେକ୍ଟରଙ୍କ ବେକରୁ ଦୁଇ ଜଣ ଦୁର୍ବୁତ୍ତ ସୁନା ଚେନ୍ ଝାମ୍ପି ନେଇଛନ୍ତି। ସମ୍ପୃକ୍ତ ମହିଳା ପୋଲିସ…
Read More...

କୁମ୍ଭମେଳା ଦଳାଚକଟା ମୃତ୍ୟୁ ଘଟଣା କିଛି ବଡ଼ ଘଟଣା ନୁହେଁ: ହେମା ମାଳିନୀ

ଓଡ଼ିଆ ନ୍ୟୁଜ୍: କୁମ୍ଭମେଳା ଦଳାଚକଟା ମୃତ୍ୟୁ ଘଟଣାକୁ ନେଇ ହେମା ମାଳିନୀଙ୍କ ବିବାଦୀୟ ବୟାନ। କୁମ୍ଭମେଳା ଦଳାଚକଟାରେ ୩୦ ଜଣ ମୃତ୍ୟୁ ବରଣ କରିଥିବା ବେଳେ ଏହାର ଦୁଇଗୁଣା ଲୋକେ ଆହତ ହୋଇଛନ୍ତି। ତେବେ ”ଏହା ଏକ ବଡ ଘଟଣା…
Read More...

ଫେବ୍ରୁଆରୀ ୧୮ରୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା

ଓଡ଼ିଆ ନ୍ୟୁଜ୍: ଫେବ୍ରୁଆରୀ ୧୮ ତାରିଖରୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା। ଆସନ୍ତା ୧୮ ତାରିଖରୁ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ। ଯୁକ୍ତ ଦୁଇ ପରୀକ୍ଷା ନେଇ ପ୍ରେସମିଟ୍‌ କରିଛି CHSE। ଦିନ…
Read More...

କଣାସ ଝାଡାବାନ୍ତି ନିୟନ୍ତ୍ରଣରେ ଅଛି: ଜନସ୍ଵାସ୍ଥ୍ୟ ନିର୍ଦେଶକ

ଓଡ଼ିଆ ନ୍ୟୁଜ୍: ପୁରୀ ଜିଲ୍ଲା କଣାସ ଝାଡାବାନ୍ତି ନିୟନ୍ତ୍ରଣରେ ଅଛି। ବର୍ତ୍ତମାନ ସୁଦ୍ଧା ଝାଡାବାନ୍ତିରେ ୫ ଜଣଙ୍କର ଜୀବନ ଗଲାଣି। ଦୟା ନଦୀର ପ୍ରଦୂଷିତ ଜଳ ବ୍ୟବହାର କରି କଣାସ ବ୍ଲକର ଶତାଧିକ ଲୋକ ଝାଡ଼ାବାନ୍ତିରେ…
Read More...

ପୁଣି ଧରା ପଡ଼ିଲେ ଲାଞ୍ଚୁଆ ପୁଲିସ୍ ବାବୁ

ଓଡ଼ିଆ ନ୍ୟୁଜ୍: ପୁଣି ଧରା ପଡ଼ିଲେ ଲାଞ୍ଚୁଆ ପୁଲିସ୍ ବାବୁ। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଏଏସଆଇ ବୁଦୁ ଭୋଇଙ୍କୁ ୬ ହଜାର ଟଙ୍କା ଲାଞ୍ଚ ଟଙ୍କା ଗ୍ରହଣ କରିବା ଅଭିଯୋଗରେ ଅଟକ ରଖିଛି ସମ୍ବଲପୁର ଭିଜିଲାନ୍ସ…
Read More...

କୁନି ଝିଅକୁ ଚାପିଦେଲା ମୋ ବସ୍: ୨ ଲକ୍ଷ ଟଙ୍କାର କ୍ଷତିପୂରଣ ଦେଲା କ୍ରୁଟ୍

ଓଡ଼ିଆ ନ୍ୟୁଜ୍: ଆସି ସକାଳୁ କୁନି ଝିଅକୁ ଚାପିଦେଇଛି ମୋ ବସ୍। ମୋ ବସ୍ ଧକ୍କାରେ ୧୩ ବର୍ଷର ନାବାଳିକାଙ୍କ ମୃତ୍ୟୁ ଘଟଣାରେ କ୍ରୁଟ୍ ପକ୍ଷରୁ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର କ୍ଷତିପୂରଣ ଦିଆଇଛି। ଏହାପରେ ସେଠାରେ ଯେଉଁ…
Read More...

ଅଗ୍ନିଶମ କର୍ମଚାରୀଙ୍କର ହେଲା ଭତ୍ତା ବୃଦ୍ଧି

ଓଡ଼ିଆ ନ୍ୟୁଜ୍: ଅଗ୍ନିଶମ କର୍ମଚାରୀଙ୍କର ହେଲା ଭତ୍ତା ବୃଦ୍ଧି। ରାଜ୍ୟ ସରକାର ଅଗ୍ନିଶମ କର୍ମଚାରୀଙ୍କ ଭତ୍ତା ବୃଦ୍ଧି କରିଛନ୍ତି। ଅଗ୍ନିଶମ କର୍ମଚାରୀଙ୍କ କଲ୍ୟାଣ ପାଇଁ ଘରଭଡ଼ା ସହ ଭତ୍ତା ବୃଦ୍ଧି ହୋଇଛି। ଡାଏଟ ଭତ୍ତା ୯…
Read More...

ପ୍ରଫେସରଙ୍କ ଘରେ ସିବିଆଇର ତନାଘନା

ଓଡ଼ିଆ ନ୍ୟୁଜ୍: ପ୍ରଫେସରଙ୍କ ଘରେ ସିବିଆଇର ତନାଘନା। ବୁର୍ଲା ଜ୍ୟୋତିବିହାର ସ୍ଥିତ ସରକାରୀ ବାସଭବନରେ ସିବିଆଇ  ପହଞ୍ଚିଥିବା ସୂଚନା ମିଳିଛି। ନାକ ରେଟିଂରେ ଲାଞ୍ଚ ମାମଲାର ଖୋଳତାଡ଼ ପାଇଁ ପହଞ୍ଚଥିବା ଜଣାପଡ଼ିଛି। ମାମଲାର…
Read More...

ଏନଏଏସିରେ ରେଟିଂ ଲାଞ୍ଚ କାରବାର; ୧୦ ଜଣଙ୍କୁ ବାନ୍ଧିଲା ସିବିଆଇ

ଓଡ଼ିଆ ନ୍ୟୁଜ୍: ବିଶ୍ୱବିଦ୍ୟାଳୟର ରେଟିଂ ବଢାଇବାକୁ ଲାଞ୍ଚ କାରବାର ଅଭିଯୋଗ। ନ୍ୟାସନାଲ ଆସେସମେଣ୍ଟ ଆଣ୍ଡ ଆକ୍ରିଡେସନ୍‌ କାଉନସିଲ୍‌ (ଏନଏଏସି) ରେଟିଂ ଲାଞ୍ଚ କାରବାର ମାମଲାରେ ୧୦ ଜଣଙ୍କୁ ଗିରଫ କରିଛି ସିବିଆଇ। ଆନ୍ଧ୍ରର…
Read More...