Browsing Tag

#odianews

ରାତି ପାହିଲେ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା: ରଥଖଳାକୁ ବିଜେ ହେଲା ଆଜ୍ଞାମାଳ

ପୁରୀ(ଓଡ଼ିଆ ନ୍ୟୁଜ୍‌): ରାତି ପାହିଲେ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା । ଏଥିପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ଏହିୁ କ୍ରମରେ ରଥ ପ୍ରସ୍ତୁତ ଓ ପଥ ବି ପ୍ରସ୍ତୁତ । ରଥଖଳାକୁ ବିଜେ ହେଲା ଆଜ୍ଞାମାଳ। ଶ୍ରୀମନ୍ଦିରରେ ସକାଳ ଧୂପ…
Read More...

ଗୋବିନ୍ଦ ସାହୁକୁ ମିଳିଲା ଅନ୍ତରୀଣ ଜାମିନ: ୨ ସପ୍ତାହ ପାଇଁ ଜାମିନ ମଞ୍ଜୁର କଲେ ହାଇକୋର୍ଟ

କଟକ(ଓଡ଼ିଆ ନ୍ୟୁଜ୍‌): ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ମିଳିଲା ଅନ୍ତରୀଣ ଜାମିନ । ୨ ସପ୍ତାହ ପାଇଁ ଗୋବିନ୍ଦ ସାହୁକୁ ଅନ୍ତରୀ ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ । ନିଜ…
Read More...

ଦେବଦଳନରେ ଜନ୍ମବେଦୀକୁ ଯାଇଥାନ୍ତି ଦେବୀ ସୁଭଦ୍ରା, ଜାଣନ୍ତୁ ଏହାର ବିଶେଷତ୍ୱ..

ପୁରୀ(ଓଡ଼ିଆ ନ୍ୟୁଜ୍‌): ସାମ୍ୟ ଓ ମୈତ୍ରୀର ପ୍ରତୀକ ଶ୍ରୀଜଗନ୍ନାଥ ଓ ବଳଦେବଙ୍କ ଗେହ୍ଲି ଭଉଣୀ ଦେବୀ ସୁଭଦ୍ରା । ଯେଉଁ ରଥରେ ବିରାଜମାନ କରି ସେ ମାଉସୀ ଘର ବୁଲିଯାଆନ୍ତି ସେ ରଥର ନାମ ଦେବଦଳନ ବା ଦର୍ପଦଳନ । ମହାପ୍ରଭୁ…
Read More...

ସର୍ବଦଳୀୟ ବୈଠକରେ ସହମତି, ଦିନକୁ ୬ ଘଣ୍ଟା ଚାଲିବ ଗୃହକାର୍ଯ୍ୟ

ଭୁବନେଶ୍ୱର(ଓଡ଼ିଆ ନ୍ୟୁଜ୍‌): ବିଧାନସଭା ଅଧିବେଶନ ପାଇଁ ସରିଲା ସର୍ବଦଳୀୟ ବୈଠକ । ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ହୋଇଥିଲା ସର୍ବଦଳୀୟ ବୈଠକ । ଏଥିରେ ବିରୋଧି ଦଳ ଉପନେତା ବିଷ୍ଣୁ ସେଠୀ, ବିରୋଧି ଦଳ…
Read More...

ବଡ଼ ଠାକୁର ବଳଦେବଙ୍କ ରଥ ତାଳଧ୍ୱଜ, ଜାଣନ୍ତୁ ଏହାର ସ୍ୱତନ୍ତ୍ରତା..

ଭୁବନେଶ୍ୱର(ଓଡ଼ିଆ ନ୍ୟୁଜ୍‌): ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ବି ପ୍ରସ୍ତୁତ ଆଉ ପଥ ବି ପ୍ରସ୍ତୁତ । କେବଳ ଅପେକ୍ଷା ମହାପ୍ରଭୁଙ୍କୁ। ନୀଳକନ୍ଦରରୁ ବାହାରି ତାଳଧ୍ୱଜ ରଥରେ ବସି ୯ ଦିନ ପାଇଁ ମାଉସୀଘର ବୁଲିଯିବେ ବଡ଼…
Read More...

ଜୁଲାଇ ୨ରୁ ମୌସୁମୀ ଅଧିବେଶନ, ଆଜି ସର୍ବଦଳୀୟ ବୈଠକ

ଭୁବନେଶ୍ୱର(ଓଡ଼ିଆ ନ୍ୟୁଜ୍‌): ଆସନ୍ତା ଜୁଲାଇ ୨ରୁ ବିଧାନସଭା ମୌସୁମୀ ଅଧିବେଶନ । ତେବେ ଏହା ଜୁଲାଇ ୨ରୁ ଆରମ୍ଭ ହୋଇ ଅଗଷ୍ଟ ୪ ତାରିଖ ପର୍ଯ୍ୟନ୍ତ ଚାଲିବ । ୨୪ଟି କାର୍ଯ୍ୟ ଦିବସ ଥିବା ଅଧିବେଶନକୁ ସୁରୁଖୁରୁରେ ଶେଷ କରିବା…
Read More...

ରଥରେ ହେଲା କନା ମଣ୍ଡଣି , ଆଜି ପ୍ରଭା ସ୍ଥାପନ

ପୁରୀ(ଓଡ଼ିଆ ନ୍ୟୁଜ୍‌) : ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ମାତ୍ର ଆଉ ଗୋଟିଏ ଦିନ ବାକି। ଏହି କ୍ରମରେ ୩ ରଥରେ ନିର୍ମାଣ ସେବକମାନେ ଦେଉଛନ୍ତି ଶେଷ ସ୍ପର୍ଶ। ମଙ୍ଗଳବାର କୋଠସୁଆଁସିଆ ସେବକମାନେ ରଥ ପ୍ରସ୍ତୁତିରେ…
Read More...

ଆଜି ମହାପ୍ରଭୁଙ୍କ ନବଯୌବନ ଦର୍ଶ, ଶ୍ରୀମନ୍ଦିରରେ ଭକ୍ତଙ୍କ ଗହଳି

ପୁରୀ(ଓଡ଼ିଆ ନ୍ୟୁଜ୍‌): ଅନବସର ଗୁପ୍ତନୀତି ପରେ ଆଜି ମହାପ୍ରଭୁଙ୍କ ନବଯୌବନ ଦର୍ଶନ । ଅଣସର ଘରେ ନାନାଦି ନୀତି ପରେ ଜ୍ୱରରେ ପଡ଼ିଥିବା ମହାପ୍ରଭୁ ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ମଙ୍ଗଳବାର ବିଳମ୍ବିତ ରାତିରେ ମହାପ୍ରଭୁଙ୍କ…
Read More...

ନନ୍ଦିଘୋଷ ରଥ ଚଢ଼ି ମାଉସୀ ଘର ଯିବେ କଳା ସାଆନ୍ତ, ଜାଣନ୍ତୁ ଏହି ରଥର ସ୍ୱତନ୍ତ୍ରତା..

ପୁରୀ(ଓଡ଼ିଆ ନ୍ୟୁଜ୍‌): ବିଶ୍ୱ ନିୟନ୍ତା ଜଗତରନ୍ନାଥ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥ ନନ୍ଦିଘୋଷ । ଏହି ରଥରେ ବସି ୯ ଦିନ ପାଇଁ ମାଉସୀ ଘର ବୁଲି ଯାଆନ୍ତି କଳା ଠାକୁର । ବଡ଼ ଦିଅଁ ବଡ଼ଠାକୁରଙ୍କ ରଥର ତାଳଧ୍ୱଜ ଓ ଦେବୀ…
Read More...

ଶ୍ରୀଜଗନ୍ନାଥଙ୍କ ଆଦ୍ୟ ସେବକ ଗଜପତିଙ୍କୁ ବି ହୋଇଥିଲା ଶ୍ରୀମନ୍ଦିର ବାରଣ, ଜାଣନ୍ତୁ କାହିଁକି..

ପୁରୀ(ଓଡ଼ିଆ ନ୍ୟୁଜ୍‌): ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଆଦ୍ୟ ଓ ପ୍ରଧାନ ସେବକ ଭାବେ ଗଜପତି ମହାରାଜା । ଶ୍ରୀଜଗନ୍ନାଥ ମନ୍ଦିର ସ୍ୱତ୍ୱଲିପିରେ ଏହିସେବାକୁ ଗଜପତି ମହାରାଜା ସେବା ଭାବରେ ଉଲ୍ଲେଖ କରାଯାଇଛି । ଶ୍ରୀଜଗନ୍ନାଥ…
Read More...