ଖଜୁରୀ ଗଛରେ ଚଢ଼ି ପୂଜା କରିବା ହେଲା କାଳ, ଯୁବକ ମୃତ
ଓଡ଼ିଆ ନ୍ୟୁଜ୍: ମହାବିଷୁବ ସଂକ୍ରାନ୍ତିରେ ଘଟିଯାଇଛି ଅଘଟଣ। ପୂଜା କରିବା ପାଇଁ ଗଛରେ ଚଢ଼ିଥିଲେ। ଗଛରୁ ପଡ଼ି ଯୁବକ ମୃତ। ଏମିତି ଘଟଣା ଘଟିଛି ମାଲକାନଗିରିରେ । ପୂଜା ପାଲଟିଛି ଅଭିଶାପ । ପୂଜା କରିବେ କଣ ଖେଳିଗଲା ଶୋକର…
Read More...
Read More...