ଋଷ ମିସାଇଲରେ ୨ଜଣଙ୍କ ମୃତ୍ୟୁ ପରେ ହାଇଆଲର୍ଟରେ ପୋଲାଣ୍ଡ ସେନା
ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ୟୁକ୍ରେନ ଯୁଦ୍ଧ ମଧ୍ୟରେ ଉତ୍ତେଜନା ବଢୁଥିବା ଜଣାପଡିଛି। ନାଟୋ ସଦସ୍ୟ ଦେଶ ପୋଲାଣ୍ଡରେ ଋଷର କ୍ଷେପଣାସ୍ତ୍ର ଯୋଗୁଁ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ଏହା ପରେ ପୋଲାଣ୍ଡ ସେନା ଉଚ୍ଚ ସଜାଗ ରହିଛି। ତେବେ…
Read More...
Read More...